କଲେଜ ପରିଚାଳନା କମିଟିରେ ରହିବେନି ବିଧାୟକ: ମନ୍ତ୍ରୀ
ଭୁବନେଶ୍ୱର: ଡିଗ୍ରୀ କଲେଜ ପରିଚାଳନା କମିଟିରେ ଆଉ ରାଜନେତା ରହିବେ ନାହିଁ। ରାଜନେତା କିମ୍ବା ସ୍ଥାନୀୟ ବିଧାୟକ ଡିଗ୍ରୀ କଲେଜ ପରିଚାଳନା କମିଟିରେ ରହିବେ ନାହିଁ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ରାଜନେତା ବଦଳରେ କେବଳ ଶିକ୍ଷାବିତ ସଦସ୍ୟ ରହିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି। ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ସାହୁ ଏହା କହିଛନ୍ତି । ପୂର୍ବରୁ ସ୍ଥାନୀୟ ବିଧାୟକ ପରିଚାଳନା କମିଟିର ସଭାପତି ରହୁଥିଲେ।
Comments are closed.