ଓଲଟି ପଡ଼ିଲା ଯାତ୍ରୀବାହୀ ବସ By ଜିତେନ୍ଦ୍ର କୁମାର ଜେନା Last updated Jan 27, 2020 ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀରୁ ବାରିପଦା ଯାଉଥିବା ଯାତ୍ରୀବାହୀ ବସ ମହାଭାରତ ଆରପଟ୍ଟା ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଛି। ଘଟଣାସ୍ଥଳରେ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। Bus Accident Share
Comments are closed.