Odisha Link
Bridging the Missing Links in Odisha

ଏଚ୍.ଆଇ.ଭି ଔଷଧରେ କରୋନାରୁ ମୁକ୍ତି !

ନୂଆଦିଲ୍ଲୀ: ଅଣାୟତ୍ତ କରିଥିବା କରୋନା ଭାଇରସ୍‌ର ସଫଳ ଚିକିତ୍ସା ଦାବି କରିଛି ଥାଇଲାଣ୍ଡ। ଏଚ୍.ଆଇ.ଭି ପାଇଁ ଉଦ୍ଧିଷ୍ଟ ଔଷଧରେ କରୋନା ଭାଇରସ୍‌ର ସଫଳ ଚିକିତ୍ସା ହୋଇଥିବା ଦାବି। ଉହାନ୍‌ର ଜଣେ ୭୦ ବର୍ଷୀୟ ମହିଳାଙ୍କୁ ଏଚ୍.ଆଇ.ଭି ଔଷଧ ଦେଇ କରୋନା ମୁକ୍ତ କରାଯାଇଥିବା ନେଇ ଦାବି କରିଛନ୍ତି ବ୍ୟାଙ୍କକ୍‌ ରାଜାବତୀ ହସ୍ପିଟାଲର ଡାକ୍ତର। ସଂପୃକ୍ତ ମହିଳାଙ୍କୁ ଔଷଧ ଦେବାର ୪୮ ଘଣ୍ଟା ପରେ ରିପୋର୍ଟ ନେଗେଟିଭ ଆସିଥିବା ଦାବି କରାଯାଉଛି।

Comments are closed.