ଓପିଏସସିର ନୂଆ ସିଏସଏମଏସ ପୋର୍ଟାଲ ଉଦ୍ଘାଟିତ

କଟକ: ଓପିଏସସିର ନୂଆ ସିଏସଏମଏସ ପୋର୍ଟାଲ୍ ଆଜି ଉଦ୍ଘାଟିତ ହୋଇଯାଇଛି। ସିଏସଏମଏସ ଅର୍ଥ ହେଉଛି କମ୍ପ୍ରେନସିଭ୍ ସିଲେକ୍ସନ ମ୍ୟନେଜମେଣ୍ଟ ସିଷ୍ଟମ୍। ଏହି ପୋର୍ଟାଲରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଓପିଏସସିର ସମସ୍ତ ତଥ୍ୟ ମିଳିପାରିବ। ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ ଏକ ସ୍ଥାୟୀ ଆକାଉଣ୍ଟ ନମ୍ବର ମିଳିବ। ତେବେ ନୂଆ ପୋର୍ଟାଲ୍ ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ ବୋଲି କହିଲେ ଓପିଏସସିର ଅଧ୍ୟକ୍ଷ କହିଛନ୍ତି।
Comments are closed.