ଐତିହ୍ୟ ସୁରକ୍ଷା ନେଇ ମକ୍ ଡ୍ରିଲ
ପୁରୀ: ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ ରାମଚଣ୍ଡୀରେ ମକ୍ ଡ୍ରିଲ୍ ଆରମ୍ଭ ହେଉଛି। ବିମଷ୍ଟେକର ୫ଟି ରାଷ୍ଟ୍ର ପକ୍ଷରୁ ରାମଚଣ୍ଡି ବିଚରେ ମକ୍ ଡ୍ରିଲ୍ କରାଯାଉଛି। ଭାରତ ସହ ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ ସାମିଲ୍ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଐତିହ୍ୟର ସୁରକ୍ଷା ନେଇ ଅଭ୍ୟାସ କରାଯିବ। ଏହି ଅଭ୍ୟାସ ପରେ ଐତିହ୍ୟ ସୁରକ୍ଷା ନେଇ ରୋଡମ୍ୟାପ୍ ପ୍ରସ୍ତୁତ ହେବ ।
Comments are closed.