ମାଓ ମୁକାବିଲା ବୈଠକ
ଭବାନୀପାଟଣା: ମାଓ ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ରୀୟ ସୁରକ୍ଷା ପରାମାର୍ଶଦାତା କେ. ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲିଛି। ଓଡ଼ିଶାର ୩ ଓ ସୀମାନ୍ତ ଛତିଶଗଡ଼ର ୩ ଜିଲ୍ଳାର ଏସପିଙ୍କୁ ନେଇ ଏହି ବୈଠକ ବସିଛି। କଳାହାଣ୍ଡି,ବଲାଙ୍ଗିର ଓ ନୂଆପଡ଼ା ଏସପି ବୈଠକରେ ସାମିଲ ହୋଇଛନ୍ତି। ସେହିପରି ଛତିଗଡ଼ର ଗରିଆବନ୍ଧ, ମହାସମୁନ୍ଦ ଓ ଧମତରି ଏସପି ମଧ୍ୟ ସାମିଲ୍ ଅଛନ୍ତି।
Comments are closed.