ବିଦେଶରୁ ଫେରି ଏମିତି କହିଲେ ଭିନୀଲ କ୍ରୀଷ୍ଣା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି ଆଇଏଏସ ଆର୍ ଭିନିଲକ୍ରିଷ୍ଣା। ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି। ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟ୍ରେ ପଞ୍ଜିକରଣ କରିଛନ୍ତି । ନିଜ ଯାତ୍ରା ସମ୍ପର୍କରେ ସବିଶେଷ ତଥ୍ୟ ସେ ରଖିଛନ୍ତି। ତେବେ ସେ ସୁସ୍ଥ ରହିଛନ୍ତି। କିନ୍ତୁ ସରକାରୀ ଗାଇଡଲାଇନ ଅନୁସାରେ କ୍ୱାରେଣ୍ଟାଇନରେ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ।
https://youtu.be/Vd2pW6oKO84
ମାଲକାନଗିରିର ଜିଲ୍ଲାପାଳ ଥିବା ବେଳେ ମାଓବାଦୀଙ୍କ ଅପହରଣର ଶିକାର ହୋଇ ୨୦୧୧ରେ ଚର୍ଚ୍ଚାକୁ ଆସିଥିଲେ ଆର୍.ଭିନିଲକ୍ରିଷ୍ଣା। ତାଙ୍କୁ ୯ଦିନ ରଖିବା ପରେ ମାଓବାଦୀମାନେ ମୁକ୍ତ କରିଥିଲେ।
Comments are closed.