ନୟାଗଡ଼ରେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ

ଭୁବନେଶ୍ବର: ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ୪୦ ବର୍ଷୀୟ ଏହି ଆକ୍ରାନ୍ତ ଜଣକ ଗୁଜରାଟର ସୁରତରୁ ଫେରିଥିଲେ ଓ କ୍ବାରାଣ୍ଟିନ୍ ସେଣ୍ଟରରେ ରହୁଥିଲେ। ପଡ଼ୋଶୀ ଗଂଜାମ ଜିଲ୍ଲା ଗୁଜରାତ ଫେରନ୍ତା କରୋନା ଆକ୍ରାନ୍ତଙ୍କ ହଟସ୍ପଟ୍ ପାଲଟିଥିବା ବେଳେ ଏବେ ନୟାଗଡ଼କୁ ମଧ୍ୟ ଏହା ସଂକ୍ରମିତ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୨୮୯ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି।
Fifth Health Update, 9th May
One Positive in Nayagarh
40 yr Male(Surat returnee. In quarantine)
Contact tracing and follow-up action is being done.
Total Positive Case: 289
— I & PR Department, Odisha (@IPR_Odisha) May 9, 2020
Comments are closed.