ଅମିତ ଶାହ ସୁସ୍ଥ
ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ନିଜେ ଅମିତ ଶାହ ଟୁଇଟ କରି ସୂଚନା ଦେଇଛନ୍ତି। ଅମିତ ଶାହ ଟୁଇଟ କରି କହିଛନ୍ତି ଯେ, ସୁସ୍ଥ ହେବା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଅମିତ ଶାହ।
ଏଥିସହିତ ନିଜ ଶୁଭେଚ୍ଛୁ, ସମର୍ଥକ ଓ ମେଦାନ୍ତ ହସ୍ପିଟାଲର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି।
आज मेरी कोरोना टेस्ट रिपोर्ट नेगेटिव आई है।
मैं ईश्वर का धन्यवाद करता हूँ और इस समय जिन लोगों ने मेरे स्वास्थ्यलाभ के लिए शुभकामनाएं देकर मेरा और मेरे परिजनों को ढाढस बंधाया उन सभी का ह्रदय से आभार व्यक्त करता हूँ।
डॉक्टर्स की सलाह पर अभी कुछ और दिनों तक होम आइसोलेशन में रहूँगा।— Amit Shah (@AmitShah) August 14, 2020
Comments are closed.