ଦୀପିକା ପାଦୁକୋନଙ୍କୁ ସମନ
ନୂଆଦିଲ୍ଳୀ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସମନ କରାଯାଇଛି। ଏନେଇ ଦୀପିକୋନଙ୍କୁ ସମନ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦୀପିକା ପାଦୁକୋନଙ୍କ ସହ ଅନ୍ୟ ଅଭିନେତ୍ରୀଙ୍କୁ ମଧ୍ୟ ସମନ କରାଯାଇଛି। ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କାପୁରଙ୍କୁ ଏନସିବିର ସମନ। ଏହା ସହିତ ଅଭିନେତ୍ରୀ ରକୁଲପ୍ରିତ ସିଂହ ଓ ସିମୋନ ଖମ୍ବାଟାଙ୍କୁ ବି ସମନ। ଅସନ୍ତା ୩ ଦିନ ମଧ୍ୟରେ ଏମାନଙ୍କୁ ପଚରାଉଚରା କରିବାର ସମ୍ଭାବନା ରହିଛି। ପୂର୍ବରୁ ଏନସିବି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି।
Comments are closed.