ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା
![](https://www.odishalink.com/wp-content/uploads/2019/11/pramilla.jpg)
ଭୁବନେଶ୍ବର: ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ କରୋନା। କରୋନା ପଜିଟଭ୍ ଚିହ୍ନଟ ହୋଇଥିବା ନେଇ ଆଜି ପ୍ରମିଳା ମଲ୍ଲିକ ନିଜେ ଟ୍ବିଟ୍ କରି ସୂଚନା ଦେଇଛିନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ମୋର କୋରୋନା ପରୀକ୍ଷା କରିଥିଲି, ଆଜି ଏହାର ରିପୋର୍ଟ ପଜିଟିଭ ଆସିଅଛି। କୋର କରୋନାର କୌଣସି ଲକ୍ଷଣ ନାହିଁ, ମୁଁ ଘରେ ସଙ୍ଗରୋଧରେ ଅଛି ଏବଂ ଭଲ ଅଛି। ଏଥିସହ ବିଗତ ଦଶ ଦିନ ମଧ୍ୟରେ କୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ସେମାନଙ୍କୁ କରୋନା ପରୀକ୍ଷା କରେଇନେବାକୁ କରେଇନେବାକୁ ଅନୁରୋଧ।
ମୋର କୋରୋନା ପରୀକ୍ଷା କରିଥିଲି , ଆଜି ଏହାର ରିପୋର୍ଟ ପଜିଟିଭ ଆସିଅଛି ।କରୋନାର କୌଣସି ଲକ୍ଷଣ ନାହିଁ, ମୁଁ ଘରେ ସଙ୍ଗରୋଧରେ ଅଛି ଏବଂ ଭଲ ଅଛି । ବିଗତ ଦଶ ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ସେମାନଙ୍କ କରୋନା ପରୀକ୍ଷା କରେଇନେବାକୁ ଅନୁରୋଧ । @IPR_Odisha @HFWOdisha
— PRAMILA MALIK 🇮🇳 (@pramila_mallick) September 27, 2020
Comments are closed.