ସସ୍ମିତ ପାତ୍ରଙ୍କୁ କରୋନା
ନୂଆଦିଲ୍ଲୀ: ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କର କରୋନ ପଜିଟିଭ୍ ରିପୋର୍ଟ ଆସିଛି। ଏନେଇ କରୋନା ପଜିଟିଭ ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର। ପଜିଟିଭ ଚିହ୍ନଟ ପରେ ଏବେ ହୋମ୍ ଆଇସୋଲେସନରେ ଅଛନ୍ତି ସସ୍ମିତ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଛନ୍ତି।
Dear all, this is to inform you that I have tested Positive for Covid-19 and initiating home isolation as per COVID guidelines. Requesting all whom I have been in contact with over last few days to undergo home isolation & self monitoring. We will defeat COVID together. Stay safe
— Dr. Sasmit Patra I ଡ଼ଃ ସସ୍ମିତ ପାତ୍ର (@sasmitpatra) September 29, 2020
Comments are closed.