ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି ପ୍ରସଙ୍ଗ
ଭୁବନେଶ୍ବର: ବିଧାନସଭାରେ ଉଠିଲା ମାସ୍କ ଦୁର୍ନିୀତି ପ୍ରସଙ୍ଗ। ମାସ୍କ ଓ ପିପିଇ କିଟ୍ ଦୁର୍ନିୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ। ପ୍ରିଭିଲେଜ୍ ନୋଟିସ୍ ଆଧାରରେ ପ୍ରସଙ୍ଗ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।
ମାସ୍କ ଓ ପିପିଇ କିଟ୍ ଦୁର୍ନିୀତିନେଇ ଲିଖିତ ଆକାରରେ ବାଚସ୍ପତିଙ୍କୁ ଜଣାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ମାସ୍କ ଓ ପିପିଇ କିଟ୍ ପାଇଁ କାହିଁକି କମ୍ପାନୀକୁ ବ୍ଲାଙ୍କ୍ ଚେକ୍ ଦିଆଯାଇଛି ସରକାର ତାହାର ଉତ୍ତର ଦିଅନ୍ତୁ ବୋଲି ପ୍ରଶ୍ନ କରିଛନ୍ତି।
Comments are closed.