Odisha Link
Bridging the Missing Links in Odisha

ରାଜ୍ୟରେ ୧୪ କରୋନା ଆକ୍ରାନ୍ତ ମୃତ୍ୟୁ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧,୧୩୫ରେ ପହଞ୍ଚିଛି। ଭୁବନେଶ୍ୱରରୁ ସର୍ବାଧିକ ୪ଜଣଙ୍କ ମୃତ୍ୟୁ ଘଟିଛି।

କଟକ ଓ ଜଗତସିଂପୁର ରୁ ୨ ଜଣ ଲେଖାଏଁ ଓ ମୟୁରଭଞ୍ଜ , ପୁରୀ, ଢ଼େଙ୍କାନାଳ, ବଲାଙ୍ଗିର, କନ୍ଧମାଳ, ସମ୍ବଲପୁରରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

Comments are closed.