ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ କରୋନା
ଯାଜପୁର: ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ କରୋନା। ଏନେଇ ପ୍ରୀତିରଞ୍ଜନ ଘଡ଼ାଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ ଟ୍ବଟିରରେ ଲେଖିଛନ୍ତି ଯେ, ମୋଠାରେ କରୋନାର କୌଣସି ଲକ୍ଷଣ ନାହିଁ, ଯେହେତୁ ସ୍ୱାବ ଟେଷ୍ଟରେ ପଜିଟିଭି ଆସିଛି। ଡାକ୍ତରଙ୍କ ପରାମର୍ଶରେ ନେଇ ଦୁଇ ସପ୍ତାହ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବି ।
#ମୁଁ_ସଂଗରୋଧରେ_ଅଛି
ଯଦିଓ Coronaର କୌଣସି ଲକ୍ଷଣ ନାହିଁ; କିନ୍ତୁ ମୋର ସ୍ୱାବ ଟେଷ୍ଟ ରିପୋର୍ଟ Positive ଆସିଛି।
ଡାକ୍ତରଙ୍କ ପରାମର୍ଶରେ ମୁଁ 2ସପ୍ତାହ ସଂଗରୋଧରେ ରହୁଛି।— Pritiranjan Gharai (@PritiranjanBJD) October 20, 2020
Comments are closed.