ଜିଏସ୍ଟି ଠକେଇରେ ମହିଳା ଅଟକ
![](https://www.odishalink.com/wp-content/uploads/2020/10/GST.jpg)
ବାଲାଙ୍ଗୀର: ଜିଏସ୍ଟି ଠକେଇରେ ଜଣଙ୍କୁ ଅଟକ ରଖିଛି ବଲାଙ୍ଗୀର ପୁଲିସ୍। ତେବେ ଚାଷଙ୍କୁ ଋଣ ଦେବେ କହି ୨ କୋଟି ଟଙ୍କାର ଜିଏସ୍ଟି ଠକେଇ ଘଟଣାରେ ଟାଉନଥାନାରେ ଅଟକ।
ସୂଚନାଅନୁସାରେ, ଠକାମୀର ଶିକାର ହୋଇଥିବା ୨ ଜଣ ବିରେନ୍ଦ୍ର ଭୋଇ ଓ ସବିତା ରଣା ଦେଓଗାଁ ଥାନା ଏବଂ ସଇଁତଳା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ମାମଲା ରୁଜୁ କରିଥିଲା ଓ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି।
ସେମାନେ ଅଭିଯୋଗ କରିଥିଲେ ଯେ, ଶିନ୍ଦୂଜା ଷ୍ଟିଲ ନାମକ ଏକ କମ୍ପାନୀର ୨ କୋଟି ଟଙ୍କା ଜିଏସ୍ଟି ଠକେଇରେ ସଂପୃକ୍ତି ରହିଛି।
Comments are closed.