ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୨୫ରେ ପହଞ୍ଚିଛି। ଏହାସହ ୭,୭୪୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of 17 #COVID19 positive patients while under treatment in hospitals.https://t.co/xk3E40Qo1O 81-year-old male of Bhubaneswar who was also suffering from LT Renal CELL Carcinoma, Post Nephrectomy, Post Chemotherapy, Diabetes Mellitus & Hypertension
— H & FW Dept Odisha (@HFWOdisha) November 21, 2020
ସୁନ୍ଦରଗଡ଼ରୁ ସର୍ବାଧିକ ୫ ଜଣ ମୃତ୍ୟୁ ବରଣ କରିଛନ୍ତି। କଟକ, ଗଞ୍ଜାମ ୨ ଲେଖାଏଁ, କେଉଁଝରରୁ ୩ ଲେଖାଏଁ, ଭୁବନେଶ୍ବର,ଦେଓଗଡ଼,ଜଗତସିଂପୁର, ମୟୁରଭଞ୍ଜ, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣକରିଛନ୍ତି।
Comments are closed.