ରାଜ୍ୟରେ ଆଖି ବୁଜିଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୪୦ରେ ପହଞ୍ଚିଛି। ଏହା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
Regret to inform the demise of fifteen numbers of #COVID19 positive patients while under treatment in hospitals.
1.A 56-year-old male of Angul district.
2.A 73-year-old male of Balangir district who was also suffering from Hypertension.— H & FW Dept Odisha (@HFWOdisha) November 22, 2020
Comments are closed.