Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣଙ୍କର ଜୀବନ

ରାଉରକେଲା : ଆଜି ସକାଳ ସମୟରେ ବ୍ରାହ୍ମଣୀ ସେତୁ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ସେତୁ ଉପରେ ଜଣେ ଯୁବତୀଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀ ଜଣଙ୍କ ହେଉଛନ୍ତି ଗର୍ଜନ ଅଞ୍ଚଳର ମହିମା ତନ୍ତୀ (୧୮)। ସେ ପାନପୋଷରେ ଏକ ଦୋକାନରେ କାମ କରୁଥିଲେ। ସାଇକେଲରେ ଆସୁଥିବା ସମୟରେ ବସ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି।

Comments are closed.