ଆଖି ବୁଜିଲେ ଆଉ ୬ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Regret to inform the demise of six numbers of Covid positive patients while under treatment in hospitals.
1.A 33-year-old female of Jharsuguda district who was also suffering from Chronic Kidney Disease & Hypertension.
2.A 56-year-old male of Khordha district.
— H & FW Dept Odisha (@HFWOdisha) December 8, 2020
୫ ମୃତକଙ୍କ ମଧ୍ୟରୁ ପୁରୀରୁ ୨ ଜଣ, ଝାସୁଗୁଡ଼ା, ସମ୍ବଲପୁର,ଓ ସୁନ୍ଦରଗଡ଼ ରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଥିବା ସୂଚନାମିଳିଛି।
Comments are closed.