Odisha Link
Bridging the Missing Links in Odisha

ବାଇକ୍‌ ସିରିଜ୍‌ ଦୁର୍ଘଟଣା: ୧ ମୃତ, ୪ ଆହତ

ଦେବଗଡ଼: ବାଇକ୍‌ ସିରିଜ୍‌ ଦୁର୍ଘଟଣା। ରିଆମାଳ ଥାନା ଛତାବର ନିକଟରେ ଏନ୍‌ଏଚ୍‌ ୫୭ରେ ଘଟିଛି ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ବାଇକ୍‌ଟି ଗୋଟିଏ ପରେ ଗୋଟିଏ ୪ ପଥଚାରୀଙ୍କ ଉପରେ ମାଡିଯାଇଛି। ଏହି ସଡକ ଦୁର୍ଘଟଣାରେ ବାଇକ୍‌ ‌ ଆରୋହୀ ସମେତ ୪ ଗୁରୁତରଙ୍କୁ ହସ୍ପିଯାଲରେ ଭର୍ତ୍ତି କରାଯାଇଛି।

Comments are closed.