Odisha Link
Bridging the Missing Links in Odisha

ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢ଼ାଉ

ବଡବିଲ: ନର୍ଭରୋମ ଖଣି କମ୍ପାନୀର ବଡ଼ବିଲ ନୂଆ ବସ୍ ଷ୍ଟାଣ୍ଡ୍ ପାଖ କାର୍ଯ୍ୟାଳୟ ଏବଂ ମେନ୍ ରୋଡ୍ ସ୍ଥିତ କାର୍ଯ୍ୟାଳୟରେ ଆୟକାର ବିଭାଗ ଚଢ଼ାଉ। ଆୟକର ବିଭାଗର ଅଧିକାରୀମାନେ କମ୍ପାନୀର ବିଭିନ୍ନ ଆୟବ୍ୟୟ ଓ ଟ୍ୟାକ୍ସ ସମ୍ବନ୍ଧୀୟ ସମସ୍ତ କାଗଜପତ୍ରକୁ ଯାଞ୍ଚ କରିବା ସହ କମ୍ପ୍ୟୁଟର ଡାଟାକୁ ମଧ୍ୟ ଯାଞ୍ଚ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଆୟକର ବିଭାଗ କମ୍ପାନୀର ଦେଣନେଣ ସଂପର୍କୀତ ସମସ୍ତ ତଥ୍ୟ ଏବଂ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନର ତାଳମେଳକୁ ମଧ୍ୟ ଅନୁଧ୍ୟାନ କରୁଛି ।

Comments are closed.