ପୁଣି ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍
ନବରଙ୍ଗପୁର: ରାଜ୍ୟରେ ଦିନ କୁ ଦିନ ବଢ଼ୁଛି ଲୁଟ୍। ଲୁଟେରାଙ୍କ ନଜରରେ ରହିଛନ୍ତି ଗହଣା ବ୍ୟବସାୟୀ। ଆଜି ନବରଙ୍ଗପୁରରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ଭାର୍ଷୁଣ୍ଡିଠାରେ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଲୁଟେରା । ବ୍ୟବସାୟୀ ଆଶାରାମ ଗଣ୍ଡଙ୍କଠାରୁ ଏହି ଲୁଟ୍ ହୋଇଥିବା ଜଣାପଡ଼ିଛି । ପୁଲିସ ଏନେଇ ତନାଘନା ଜାରି ରହିଛି ।
Comments are closed.