ଏ ବର୍ଷ ପଡୁନି ନାଗାର୍ଜୁନ ବେଶ
ପୁରୀ: ଚଳିତ ବର୍ଷ ପଡୁନି ମହାପ୍ରଭୁ ଜଗନ୍ନାଥଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ସ୍ପଷ୍ଟ କଲେ ମୁକ୍ତିମଣ୍ଡପ ସଦସ୍ୟ ଓ ଶ୍ରୀମନ୍ଦିର ନୀତି ପ୍ରଶାସନ। ନାଗାର୍ଜୁନ ବେଶ ନେଇ କ୍ୟାଲେଣ୍ଡର ଓ ପଞ୍ଜିକା ଭୁଲ ତଥ୍ୟ ଦେଇଛନ୍ତି।
ବିଭ୍ରାନ୍ତିକର ତଥ୍ୟ ଦେଇଥିବା ପଞ୍ଜିକାରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକାରଙ୍କ ବୈଠକ ପରେ ଦିଆ ଯିବା ସୂଚନା।
Comments are closed.