ଏଣିକି ଅନଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ
ଭୁବନେଶ୍ୱର: ଅନ ଲାଇନରେ ହେବ ଲର୍ଣ୍ଣିଂ ଲାଇସେନ୍ସ। ରାଜ୍ୟରେ ସବୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ କାଗଜବିହୀନ ହେବ। ୯ଟି ଅନଲାଇନ ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ରାଜ୍ୟ ଭାବେ ଲର୍ନର ଲାଇସେନ୍ସ ପାଇଁ ମୋବାଇଲ ଆପ୍ କରିଛି ଓଡିଶା ।
Comments are closed.