ନକଲି ମାଓବାଦୀ ଗିରଫ

କଳାହାଣ୍ଡି : ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗରେ ଜଣେ ଗିରଫ। ମଦନପୁର ରାମପୁର ପୁଲିସ ଜଣକୁ ଗିରଫ ଦୁଇ ନାବାଳକକୁ ଅଟକ ରଖିଛି। ମଦ ବ୍ୟବସାୟକୁ ବିରୋଧ କରି ୨୦ ହଜାର ଟଙ୍କା ଦାବି କରିଥିଲେ ।
ପୋଷ୍ଟର ଜରିଆରେ ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଦେଇ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପୈଠ ନ ହେଲେ ମୃତ୍ୟୁ ଦଣ୍ଡାଦେଶ ଚେତାବନୀ ଦେଇଥିଲେ । ଭୟଭୀତ ହୋଇ ଟଙ୍କା ପୈଠ କରିବା ପରେ ପୋଲିସ ତଦନ୍ତରେ ଏହାର ଖୁଲାସା ହୋଇଛି । ୩ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳକ ଅଟକ ଅଛନ୍ତି ।
Comments are closed.