ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠପଢ଼ା

ଭୁବନେଶ୍ବର : ରାଜ୍ୟର ସମସ୍ତ କଲେଜରେ ଆଜିଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠପଢା । ପ୍ରଥମ କରି ସ୍କୁଲ ଛାଡି କଲେଜରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ । ସେଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ପ୍ରଥମ ଦିନ କ୍ଲାସ କରିବାକୁ ସକାଳୁ ରାଜଧାନୀର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନଙ୍କ ଭିଡ ଦେଖିବାକୁ ମିଳିଛି । ନିଜ ନିଜର ପସନ୍ଦର କଲେଜରେ ନାମ ଲେଖାଇବା ସହ କଲେଜରେ ପାଠପଢାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।
Comments are closed.