ଧାନ କିଣା ଅନିୟମିତତା ଅଭିଯୋଗରେ ସମ୍ପାଦକ ନିଲମ୍ବିତ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୁର ସମବାୟ ସମିତିର ସଂପାଦକ ସ୍ମୃତି ପ୍ରକାଶ ସ୍ବାଇଁଙ୍କୁ ନିଲମ୍ବିତ। ସେ ଚାଷୀମାନଙ୍କର ଟୋକନକୁ ଲାପସ କରି ସେମାନଙ୍କଠୁ ଧାନ କିଣି ଥିଲେ।
ଏନେଇ ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସମିତିର ଚାବି ଓ ଅନ୍ୟାନ୍ୟ କାଗଜପତ୍ର ସମିତିର କର୍ମଚାରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ହସ୍ତାନ୍ତର କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Comments are closed.