ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍ ସିଲ୍
ଭୁବନେଶ୍ୱର: ପୁଣି କାୟା ମେଲାଇ ଲାଣି ମହାମାରୀ କରୋନା। ଦିନକୁ ଦିନ ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଏବେ ପୁଣି ଥରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ଗ୍ରାଫ୍ ଉପର ମୁହାଁ ହେଉଥିବା ବେଳେ XIMB ପରେ ଏବେ ଭୁବନେଶ୍ୱର ଆଲେନ୍ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରିଛି ବିଏମ୍ସି।
ଆଲେନ୍ ଇନଷ୍ଟିଚ୍ୟୁଟ୍ରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଥିବାରୁ ଇନଷ୍ଟିଚ୍ୟୁଟ୍କୁ ସିଲ୍ କରିଛି ବିଏମ୍ସି। ଇନଷ୍ଟିଚ୍ୟୁଟ୍କୁ ସିଲ୍ ନେଇ ଇନଷ୍ଟିଚ୍ୟୁଟ୍କୁ ସିଲ୍ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.