ଓଡ଼ିଶାର ୭ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ
ଭୁବନେଶ୍ୱର: ଓଡ଼ିଶାର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଲା କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ। ୭ଟି ପ୍ରକଳ୍ପକୁ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକାରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।
Reconstruction of 5 submersible bridges replacing them with high level bridges of NH-326 (Malkangiri – Motu) in the state of Odisha has been approved with a budget Rs. 154.05 Cr.#PragatiKaHighway
— Nitin Gadkari (@nitin_gadkari) April 1, 2021
Construction of Railway Over Bridge at Matiapada on Puri – Konark Road on EPC mode in the state of Odisha has been approved with a budget Rs. 137.61 Cr #PragatiKaHighway
— Nitin Gadkari (@nitin_gadkari) April 1, 2021
ଏନଏଚ-୩୨୬ର ମାଲକାନାଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁକୁ ମଞ୍ଜୁରୀ ମିଳିଛି। ବୁଡାପୋଲ ଜାଗାରେ ହାଇଲେଭଲ ସେତୁକୁ ମଞ୍ଜୁରୀ ମିଳିଥିବା ବେଳେ ଏହି ବାବଦରେ ଖର୍ଚ୍ଚ ହେବ ୧୫୪ କୋଟି। ଏଥିସହ ପୁରୀ-କୋଣାର୍କ ରାସ୍ତାର ମାଟିଆପଡାଠାରେ ହେବ ରେଳ ଓଭରବ୍ରିଜ କୁ ମଞ୍ଜୁରୀ ମିଳିଛି।
Construction of Bypass on NH-59 for Berhampur town including 4L ROB on EPC mode in the state of Odisha has been approved with a budget Rs. 196.94 Cr #PragatiKaHighway
— Nitin Gadkari (@nitin_gadkari) April 1, 2021
Comments are closed.