Odisha Link
Bridging the Missing Links in Odisha

ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା

କଲ୍ୟାଣସିଂହପୁର: ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା। ରାଇଫଲରେ ଶତ୍ରୁକୁ ଦମନ କରିବା ପରିବର୍ତ୍ତେ  ନିଜକୁ ଗୁଳି କରିଛନ୍ତି ଯବାନ। ଭଳି ଏକ ଅଭାବନୀୟ ଘଟଣା ଘଟିଛି କଲ୍ୟାଣସିଂହପୁର ଅଞ୍ଚଳରେ।

ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି କାଶୀପୁର ଥାନା ବିଏସଏଫ ୬୮ ବାଟାଲିୟନର ଜଣେ ଯବାନ। ମୃତ ଯବାନ ଜଣକ ହେଲେ ଦିଲ୍ଲୀପ ମାଇ। ଗତ ୪ ମାସ ତଳେ ସେ ବିବାହ କରିଥିଲେ।

ତେବେ ଦିଲ୍ଲୀପଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ବର୍ତ୍ତମାନ ଜଣାପଡ଼ିନଥିବାବେଳେ ପାରିବାରିକ କଳହ ଯୋଗୁଁ ସେ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

Leave A Reply

Your email address will not be published.