Odisha Link
Bridging the Missing Links in Odisha

ରାଜ୍ୟର ସବୁ ଜିଲ୍ଲାରେ କରାଯିବ ଡିଜିଟାଲ କ୍ରପ୍ ସର୍ଭେ, ପ୍ରଥମେ ନୟାଗଡ଼ରୁ ହେବ ଆରମ୍ଭ

ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ଫସଲ କରିଛି, ତଥ୍ୟ ରହିବ।

ଓଏଲ୍ ବ୍ୟୁରୋ: ରାଜ୍ୟରେ ଡିଜିଟାଲ କ୍ରପ୍ ସର୍ଭେ ଆରମ୍ଭ ହେବାକୁ ଯାଉଛି। ଏହି ସର୍ଭେ ମାଧ୍ୟମରେ ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମାଧ୍ୟମରେ ହେବ। ତେବେ ଏହି ଡିଜିଟାଲ କ୍ରପ୍ ସର୍ଭେ ପ୍ରଥମେ ନୟାଗଡ଼, ନୂଆପଡ଼ା, ଦେବଗଡ଼, ଭଦ୍ରକରେ ଆରମ୍ଭ ହେବ। ଏହି ଡିଜିଟାଲ କ୍ରପ୍ ସର୍ଭେ ସମୟରେ ସର୍ଭେକାରୀ ଟିମ୍ ଫସଲର ଫଟୋ, ଜମି ସମ୍ପର୍କିତ ତଥ୍ୟ ଅପଲୋଡ କରିବେ। ଏହାଦ୍ୱାରା ଚାଷୀ କେତେ ଅଞ୍ଚଳରେ କି ଫସଲ କରିଛି, ତଥ୍ୟ ରହିବ। ତେବେ ବିପର୍ଯ୍ୟୟ ସବସିଡି ପ୍ରଦାନ ବେଳେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.