Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ପୁଲିସ୍ ଅଧିକାରୀ

୮ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ୍ ଅଧିକାରୀ। ଲାଞ୍ଚ ନେବା ଭାରି ପଡ଼ିଲା। ଭିଜିଲାନ୍ସ ପଞ୍ଝାରେ ଧରାପଡିଥିବା ପୁଲିସ୍ ଅଧିକାରୀ ଜଣଙ୍କ ହେଲେ କିଆକଟା ଥାନା ଏଏସଆଇ ନବୀନ କୁମାର ଶତପଥୀ। ୮ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏଏସଆଇ ଧରାପଡ଼ିବା ପରେ ଭିଜିଲାନ୍ସ ଛାନଭିନ ଆରମ୍ଭ କରିଛି।

Leave A Reply

Your email address will not be published.