ଫନି ପ୍ରଭାବରେ ଭୁବନେଶ୍ବର ଷ୍ଟେସନ ଛାରଖାର
ଭୁବନେଶ୍ବର: ମହାବାତ୍ୟା ଫନିର ତାଣ୍ଡବଲୀଳା ଜାରି ରହିଛି। ଭୁବନେଶ୍ବରରେ ପବନ ପରେ ବର୍ଷା ବିତ୍ପାତ ବଢ଼ିଯାଇଛି।
ଫନି ପ୍ରଭାବରେ ଭୁବନେଶ୍ବର ରେଳ ଷ୍ଟେସନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଷ୍ଟେସନର ଛାତ ଉଡ଼ିଯାଇଛି। କେତେକ ଖୁଣ୍ଟି ଓ ଆଲୋକ ଖୁଣ୍ଟି ମଧ୍ୟ ଭାଙ୍ଗିଯାଇଛି।
ଷ୍ଟେସନ ସମ୍ପୂର୍ଣ୍ଣ ଜନଶୂନ୍ଯ ରହିଛି। ଜରୁରୀକାଳୀନ ସେବା ପାଇଁ ରେଳ କର୍ମଚାରୀ ଉପସ୍ଥିତ ଅଛନ୍ତି।
Comments are closed.