Odisha Link
Bridging the Missing Links in Odisha

BJD: ଦଶପଲ୍ଲା ଓ ଖଣ୍ଡପଡ଼ାରେ ବଢ଼ୁଛି,…

ନୟାଗଡ଼: ନିରବଛିନ୍ନ ଭାବେ ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅରୁଣ କୁମାର ସାହୁ ୪ ଥର ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସଙ୍ଗଠନ ଓ ଦଳର ଭୋଟବ୍ୟାଙ୍କ୍‌କୁ ଏହା ସିଧାସଳଖ ପ୍ରଭାବିତ କରୁଛି। ସଂଗଠନ ଭିତରେ ନେତୃତ୍ବ ପ୍ରତି ଆସ୍ଥା କମୁଥିବା ବେଳେ ଦଳର ଭୋଟ ଭାଗ ମଧ୍ୟ ବେଳକୁ ବେଳ କମିଆସୁଛି। ପଡ଼ୋଶୀ…

ବାନର ରାଜନୀତି: ବିଜେଡି ଛାଡ଼ୁଛନ୍ତି…

ନୟାଗଡ଼: ସାଧାରଣତଃ ବାନର ଦଳରେ ଦଳପତି ଥାଏ ଜଣେ ପୁରୁଷ ମାଙ୍କଡ଼। ନୂଆ ପୁରୁଷ ମାଙ୍କଡ଼ ଟିକିଏ ବଡ଼ହେବା ପରେ ସେମାନଙ୍କୁ ଦଳରୁ ବିଦା କରିଦିଏ ଦଳପତି। ଦଳ ଭିତରେ ଅନ୍ୟ କୌଣସି ପୁରୁଷ ମାଙ୍କଡ଼ର ଆଧିପତ୍ୟକୁ ସେ ସହ୍ୟ କରିପାରେନା। ନୟାଗଡ଼ ରାଜନୀତିକୁ ବିଗତ ୧୭ ବର୍ଷ ଧରି ସମଦଶା ପଡ଼ିଛି। ଶାସକ ବିଜୁ ଜନତା ଦଳ…

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ…

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ "ମାଟିଘୋଡ଼ା" ଉନ୍ମୋଚିତ ହୋଇଯାଇଛି। ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁସ୍ତକଟି ଉନ୍ମୋଚନ କରିବା ସହ ଶ୍ରୀ ମହାପାତ୍ରଙ୍କ ଏ ପହିଲି ସାରସ୍ବତ…

ଅଥଚ ଚାଣକ୍ୟ: କାନ୍ତାରରେ ଚାଷୀ, ରାଜାଙ୍କ…

ନୟାଗଡ଼: ଚନ୍ଦ୍ରଗୁପ୍ତଙ୍କୁ ରାଜା କରି ଚାଣକ୍ୟ ଶାନ୍ତିରେ ନିଶ୍ବାସ ମାରିଲେ। ବର୍ଷେ ପରେ ଦେଶର ଅବସ୍ଥାରେ ଉନ୍ନତି ହୋଇଥିବ ଭାବି ସେ ପହଞ୍ଚିବାବେଳକୁ ଦେଖିଲେ ଚନ୍ଦ୍ରଗୁପ୍ତ ସହର ସାରା ପାର୍କ, ଉଜ୍ଜ୍ବଳ ଆଲୋକ, ପାଣିଫୁଆର, ଚକଚକ ରାସ୍ତା ଆଉ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ କରି ବେସ୍‌ ସୁନ୍ଦର ଭାବେ…

ନୟାଗଡ଼ରେ ଚିଟ୍‌ଫଣ୍ଡ କେଳେଙ୍କାରୀ,…

ନୟାଗଡ଼: ମିଶନ୍‌ ଶକ୍ତି ବିଭାଗ ମାଧ୍ୟମରେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ସେହି ମିଶନ୍‌ ଶକ୍ତିର ଆଳ ଦେଖାଇ ନୟାଗଡ଼ ଜିଲ୍ଲାରେ ପ୍ରାୟ ୫୦୦୦ ହଜାର ଗରିବ ମହିଳା ଚିଟ୍‌ଫଣ୍ଡ ଠକେଇର ଶିକାର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯…

ନୟାଗଡ଼: ପରୀ ମାମଲାରେ ସଅଳ, ଏମାନଙ୍କ…

ନୟାଗଡ଼: ଚଳିତ ବର୍ଷ ଜିଲ୍ଲାରେ ସବୁଠୁ ଚର୍ଚିତ ଅପରାଧ ଭାବେ ପରିଚିତ କୁନିଝିଅ ପରୀ ହତ୍ୟାକାଣ୍ଡକୁ ନେଇ ନୟାଗଡ଼ରୁ ନୂଆଦିଲ୍ଲୀ ଯାଏଁ ଚହଳ ପଡ଼ିଥିଲା। ସରକାର ଏ ନେଇ ସ୍ବତନ୍ତ୍ର ତଦନ୍ତ ଦଳ (SIT) ଗଠନ କରି ମାମଲାର ତ୍ବରିତ ସମାଧାନ କରିଥିଲେ। ମାତ୍ର ଦୁଇ ସପ୍ତାହ ମଧ୍ୟରେ ହତ୍ୟାକାଣ୍ଡର ପଛର କାରଣ ଖୋଜିବା…

କୃଷି ଓ ଉଚ୍ଚଶିକ୍ଷାରେ ନୟାଗଡ଼ର ଦୁରବସ୍ଥା…

ନୟାଗଡ଼: ଆଗକୁ ପୌର ନିର୍ବାଚନ ଓ ତା ପରେପରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ନୟାଗଡ଼ ଜିଲ୍ଲାରେ ଏ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ କସରତ। ସରକାରଙ୍କ ପକ୍ଷରୁ ଏବେ ଫଳକପୋତା, ଉଦ୍‌ଘାଟନ, ଭିତ୍ତିପ୍ରସ୍ଥର ସ୍ଥାପନ ଓ ନୂଆ ଯୋଜନା ଘୋଷଣା ଯୁଦ୍ଧକାଳୀନ ବେଗରେ ଚାଲିଥିବା ବେଳେ ଏସବୁ ଭୋଟ ଭେଳିକି ବୋଲି…

ନିଜ ପୁଅ ବୟସର ଅଭିନେତ୍ରୀଙ୍କୁ ତୃତୀୟ…

ମୁମ୍ବାଇ: ଦୁଇ ଦୁଇ ଜଣ ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ଏବେ ଆମିର ଖାନ୍‌ ତୃତୀୟ ବିବାହ ପାଇଁ ଅଣ୍ଟା ଭିଡ଼ୁଥିବା ଚର୍ଚ୍ଚାହେଉଛି। ଅଭିନେତ୍ରୀ ଫାତିମା ସାନା ଖାନ୍‌ଙ୍କୁ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। 'ଦଙ୍ଗଲ' ସିନେମୋରେ ଆମିରଙ୍କ ସହ କାମ କରିଥିଲେ ଫାତିମା। ଶୁଟିଂ ସେଟ୍‌ରୁ ଉଭୟଙ୍କ ମଧ୍ୟରେ…

ଅନ୍ତର୍ଦେଶୀୟ ବିମାନ ପାଇଁ ଭୁବନେଶ୍ବରରେ…

ଭୁବନେଶ୍ବର: ଡୋମେଷ୍ଟିକ୍‌ ବିମାନ ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ବତନ୍ତ୍ର ଟର୍ମିନାଲ ନିର୍ମାଣ ଚାଲିଛି। ଟି-୩ ନାମରେ ପରିଚିତ ଏହି ତୃତୀୟ ଟର୍ମିନାଲ ୨୦୨୨ରେ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଏଥିପାଇଁ ୯୧୩ କୋଟି ଟଙ୍କା ବ୍ୟୟ ହେଉଛି। ଏହି ଟର୍ମିନାଲ ନିର୍ମାଣ ପରେ ବର୍ତ୍ତମାନ…

ପାଠ ନବମ, ସାଇବର୍‌ ଠକାମୀରେ ଡକ୍ଟରେଟ୍

ଝାରସୁଗୁଡ଼ା: ସୁନୀଲ ରାଉତରାୟ, ବୟସ ୩୩ ବର୍ଷ। ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ। ସୁନୀଲ ମାତ୍ର ନବମ ଯାଏଁ ପାଠ ପଢ଼ିଛି। କିନ୍ତୁ ସୋସିଆଲ୍‌ ମିଡିଆରେ ଲୋକଙ୍କୁ ଚିତା କାଟିବାରେ ସତେ ଯେମିତି ସେ ପିଏଚ୍‌ଡି କରିଛି। ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିବା ଏ ଠକକୁ…