Odisha Link
Bridging the Missing Links in Odisha

ସର୍ବଦଳୀୟ ବୈଠକ: ପୁଣି ରାଜ୍ୟ ମାନ୍ୟତା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଡାକରାରେ ଅପରାହ୍ଣରେ ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ। ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଚାଲିଥିବା ଏ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଦୁଇ ବର୍ଷ ତଳେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ ହୋଇଥିବା ପୂର୍ବତନ ଜମ୍ମୁ କଶ୍ମୀର…

ବିଜେଡି ସରକାରକୁ ଅପଦସ୍ଥ କରୁଛନ୍ତି ଅରୂପ…

ଭୁବନେଶ୍ବର: ଦଳ ଓ ସରକାରଙ୍କ ଗରିମା ବଢ଼ାଇବା ଉଦ୍ୟମ କରି ଓଲଟା ଅଡ଼ୁଆରେ ପକାଉଛନ୍ତି "ଓଡ଼ିଶା ମୋ ପରିବାର" ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ। ଦଳର ଦକ୍ଷତା ପ୍ରମାଣିତ କରିବାକୁ ଯାଇ ନିକଟରେ ସରକାରଙ୍କ ଅପାରଗତାକୁ ସାମନାକୁ ଅଆଣିଛନ୍ତି ଅରୂପ। ରାଜ୍ୟ ସରକାର ଓ ବରିଷ୍ଠ ଅଧିକାରୀମାନେ ଯାହା କରିପାରୁନାହାନ୍ତି…

ବାପା: ଏକ ଅସଂପୂର୍ଣ୍ଣ ଉପନ୍ୟାସ

ଡ. ଦେବାଶିଷ ପାଣିଗ୍ରାହୀ ଆଜି ପିତୃ ଦିବସ। ଦିନକ ତଳେ ପରଲୋକ ଗମନ କରିଥିବା ଆଇପିଏସ୍ ଅଫିସର ତଥା ବିଶିଷ୍ଟ ଲେଖକ ଡ. ଦେବାଶିଷ ପାଣିଗ୍ରାହୀ, କିଛିବର୍ଷ ପୂର୍ବେ ‘ମଧୁଲିତା’ ପତ୍ରିକାରେ ତାଙ୍କ ବାପା ବୃନ୍ଦାବନ ଚନ୍ଦ୍ର ପାଣିଗ୍ରାହୀଙ୍କ ବିଷୟରେ କିଛି ସୁନ୍ଦର କଥା କହିଥିଲେ। ବାପା ଥିଲେ ମୋର ସବୁଠୁ…

ପୁଣି ବଢ଼ିଲା ତୈଳଦର

ଭୁବନେଶ୍ବର: ଆଜି ଦେଶରେ ପୁଣି ତେଲଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଓଡ଼ିଶାର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଯାଇଛି। ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ…

କୋଭିଡ୍‌ ଅନାଥ ଶିଶୁମାନଙ୍କ ପାଇଁ…

ଉଭୟ ପିତା-ମାତା ଅଥବା ଏକକ-ଜନନୀ ବା ଏକକ ପିତାଙ୍କୁ ହରାଇ ଥିବା ପିଲାଙ୍କୁ ମିଳିବ ମାସିକ ୨,୫୦୦ ଟଙ୍କା କେବଳ ମୁଖ୍ୟ ଉପାର୍ଜନକାରୀ ବାପା ବା ମା' ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧,୫୦୦ ଟଙ୍କା ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନପଡ଼ନ୍ତି ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଦୁବାଇ ନେତୃତ୍ବ ସମିତିରେ ସମ୍ମାନିତ ହେଲେ…

ଦୁବାଇରେ ଅନୁଷ୍ଠିତ ମହିଳା ନେତୃତ୍ବ ସମିତି ୨୦୨୧ (women leadership summit 2021)ରେ ପ୍ରଥମ ଥର ପାଇଁ ସମ୍ମାନିତ ହୋଇଛନ୍ତି ଜଣେ ଓଡ଼ିଆ ମହିଳା। ଚଳିତ ମାସ ୧୨ ତାରିଖରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ଉତ୍ସବରେ ଦୁବାଇରେ ଅବସ୍ଥାପିତ ଓଡ଼ିଆ ମଧୁସ୍ମିତା ନାୟକଙ୍କୁ Inspiring Woman Business Leader…

ସ୍ମାର୍ଟ ଜନପଥ ପାଇଁ ଘୁଞ୍ଚିବ…

ଭୁବନେଶ୍ବର: ବିକାଶର ଘୋଡ଼ା ଆସୁଛି। ରାଜଧାନୀର ରୂପକୁ ଝଲସାଇବା ପାଇଁ ତୟାର ବିକାଶ ଘୋଡ଼ା ଆଗରେ ମଳିନ ପଡ଼ିଯାଇଛି ଐତିହ୍ୟ ଘୋଡ଼ା। ସୌନ୍ଦର୍ଯ୍ୟକରଣ ପାଇଁ ୩୩ ବର୍ଷ ପରେ ନିଜ ସ୍ଥାନରୁ ହଟିବାକୁ ଯାଉ ମାଷ୍ଟର କ୍ୟାଣ୍ଟିନ୍‌ର ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତି। ଶିଶୁଭବନ ଠାରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥ…

ସାମାଜିକ ଗଣମାଧ୍ୟମରେ ହଟହଟା…

ଭୁବନେଶ୍ବର: ଏକ ଚିଠି ପାଇଁ ହଟହଟା ହୋଇଛନ୍ତି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି। ଓଡ଼ିଆ ଭାଷାରେ ଲିଖିତ ଏ ଚିଠିରେ ଥିବା ତ୍ରୁଟିଗୁଡ଼ିକ ନେଇ ସାମାଜିକ ଗଣମାଧ୍ୟମରେ ବହୁ ସମାଲୋଚନାର ଶିକାର ହୋଇଛନ୍ତି ଅଭିନେତା ଅନୁଭବ। ଜୁନ ୧୫ ତାରିଖରେ ନିଜ ଲେଟର ପ୍ୟାଡରେ ଅନୁଭବ ଏ ଚିଠିଟି ସ୍ବତନ୍ତ୍ର ରିଲିଫ୍‌…

ଆଗାମୀ ପ୍ରଧାନମନ୍ତ୍ରୀ ସମ୍ବିତ ପାତ୍ର!

ଭୁବନେଶ୍ବର: ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର। ଓଡ଼ିଶା ଜନ୍ମିତ ଏହି ରାଜନେତା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଗାଦି ସମ୍ଭାଳିବେ ବୋଲି ଏକ ଫେସବୁକ୍‌ ଗ୍ରୁପ୍‌ରେ ଦାବି କରାଯାଇଛି। ଫେସବୁକ୍‌ ଗ୍ରୁପ୍‌ର ନାମ ରହିଛି Dr Sambit Patra…

ଆୟୁଷ୍ମାନ ଭାରତ: ୪ ବର୍ଷରେ ଖର୍ଚ୍ଚ…

ନୂଆଦିଲ୍ଲୀ: ଗୋଟିଏ ପଟେ କୋଭିଡ୍‌ ଦ୍ବିତୀୟ ଲହଡ଼ିରେ ଭାରତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସବୁ ସାମନାକୁ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ପ୍ରଚାରିତ ଯୋଜନା ଆୟୁଷ୍ମାନ ଭାରତ (ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା) ବାବଦରେ ଆସିଛି ସାଂଘାତିକ ତଥ୍ୟ। ସୂଚନା ଅଧିକାର ଆଇନ…