Odisha Link
Bridging the Missing Links in Odisha

ନାବାଳିକାକୁ ଧର୍ଷଣ, ବନ୍ଧାହେଲେ ମୌଲବୀ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଏକ ମସ୍‌ଜିଦ ଭିତରେ ଜଣେ ୧୨ ବର୍ଷର ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ମୌଲବୀଙ୍କୁ ଗିରଫ କରିଛି। ଗତ ରବିବାର ଦିନ ଝିଅଟି ପାଣି ନେବା ପାଇଁ ମସ୍‌ଜିଦ ଭିତରକୁ ଆସିଥିବା ବେଳେ ମୌଲବୀ ତାକୁ ଧର୍ଷଣ କରିଥିଲେ ବୋଲି ପୁଲିସ ଗଣମାଧ୍ୟମକୁ ସୂଚନା…

ଆଇସିୟୁରେ ଜୟନ୍ତ ମହାପାତ୍ର

କଟକ: ଜଣାଶୁଣା ଭାରତୀୟ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କୋଭିଡ୍‌ରେ ପୀଡ଼ିତ ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। କଟକ ତିନିକୋଣିଆ ବଗିଚାରେ ରହୁଥିବା ୯୩ ବର୍ଷୀୟ ଜୟନ୍ତ ବାର୍ଦ୍ଧକ୍ୟ କାରଣରୁ ପୂର୍ବରୁ ଅସୁସ୍ଥ ଥିଲେ। ଏବେ କରୋନାରେ ପୀଡ଼ତ…

ବର୍ଷେ ଯାଏଁ ୧୧ ପ୍ରକାର ପାନ ମସଲା…

ରାଞ୍ଚି: ଆଜି ବିଶ୍ବ ତମାଖୁ ନିରୋଧ ଦିବସ ଅବସରରେ ବଡ଼ ପଦକ୍ଷେପ ନେଇଛି ଝାଡ଼ଖଣ୍ଡ। ରାଜ୍ୟରେ ପାନମସଲା ବ୍ୟବହାର ନେଇ କଡ଼ା ପଦକ୍ଷେପ ନେଇଛନ୍ତି ଝାଡ଼ଖଣ୍ଡ ସରକାର। ଆଜି ଠାରୁ ଆଗାମୀ ୧ ବର୍ଷ ଯାଏଁ ୧୧ ପ୍ରକାର ପାନମସଲାର ବିକ୍ରିକୁ ରାଜ୍ୟରେ ଅସିଦ୍ଧ ଘୋଷଣା କରାଯାଇଛି। ପାନମସଲା ବ୍ୟବହାରକାରୀଙ୍କ ସଂଖ୍ୟା…

ଆନ୍ତର୍ଜାତିକ ପୁରସ୍କାର ପାଇଲା ଆର୍ଟ…

ଭୁବନେଶ୍ୱର: ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ୨୦୧୩ ମସିହାରୁ ଚାଲୁ ରହିଥିବା କିଟ୍‍ ଓ କିସ୍‍ ପ୍ରାୟୋଜିତ ‘ଆର୍ଟ ଅଫ୍‍ ଗିଭିଂ’ କାର୍ଯ୍ୟକ୍ରମକୁ ମିଳିଛି ଆନ୍ତର୍ଜାତିକ ସ୍ୱୀକୃତି। ଆମେରିକାର ଟେଲରିଜ୍‍ ନେଟ୍‍ୱାର୍କ ଓ ମାକ୍‍ଜନତ୍‍…

ସିଏସ୍‌ଆର୍ ପ୍ରତିବଦ୍ଧତା: କୋଭିଡ୍ ୧୯…

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଏକ ବଳିଷ୍ଠ ପଦକ୍ଷେପ ସ୍ୱରୂପ ଚୀନ୍‌ରୁ ୧୩୦୦ ମେଡିକାଲ୍ ଗ୍ରେଡ୍ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ମେଡିକାଲ୍ ଉପଯୋଗୀ ସାମଗ୍ରୀ ବହନ କରି ବିଜୁ ପଟ୍ଟନାୟକ…

ଆଜି ସଭରକର ଜୟନ୍ତୀ: ସିନେମା ଘୋଷଣା କଲେ…

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକରଙ୍କର ଆଜି ୧୩୮ତମ ଜୟନ୍ତୀ ଦିବସ ଅବସରରେ ତାଙ୍କୁ ନେଇ ଏକ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜେରକର। ଏହି ସିନେମାଟିକୁ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ପ୍ରଯୋଜକ ସଂଦୀପ ସିଂହ ଓ ଅମିତ ଓ୍ବାଧବାନୀ। ସିନେମାର ନାମ…

ପୁଣି ଥରେ FIH ଅଧ୍ୟକ୍ଷ ହେଲେ ଧୃବ…

ବ୍ୟୁରୋ: ଅନ୍ତର୍ଜାତୀୟ ହକି ସଂଘର (FIH) ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ଡ. ନରିନ୍ଦର ଧୃବ ବାତ୍ରା। ପୂର୍ବରୁ ସେ ସଂଘର ସଭାପତି ଥିବା ବେଳେ ଆଜିଠାରୁ ଆରମ୍ଭ ହୋଇଥିବା ୪୭ତମ ଏଫ୍‌ଆଇଏଚ୍‌ କଂଗ୍ରେସରେ ତାଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି।…

ଭିକେ ପାଣ୍ଡିଆନ୍‌ ପାଇଲେ FIH…

ଭୁବନେଶ୍ବର: ଓଡ଼ିଶା ପ୍ରଶାସନର ସବୁଠୁ ଚର୍ଚ୍ଚିତ ଚେହେରା ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ମିଳିଛି ସମ୍ମାନଜନକ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ। ଅନ୍ତର୍ଜାତୀୟ ହକି ସଂଘ ପକ୍ଷରୁ ପ୍ରଦତ୍ତ ଏହି ସମ୍ମାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ମୁଣ୍ଡପିଛା ଆୟ: ଭାରତକୁ ପଛରେ ପକାଇଲା…

ବ୍ୟୁରୋ: ଭାରତର ମୁଣ୍ଡପିଛା ଆୟ ତୁଳନାରେ ପଡ଼ୋଶୀ ବାଂଲାଦେଶର ମୁଣ୍ଡପିଛା ଆୟ ଅଧିକ ରହିଛି। ୨୦୨୧ ଆର୍ଥିକ ବର୍ଷରେ (୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ) ଭାରତକୁ ପଛରେ ପକାଇଦେଇଛି ବାଂଲାଦେଶ। ଭାତର ମୁଣ୍ଡପିଛା ଆୟ ୧,୯୪୭ ଡଲାର ଥିବା ବେଳେ ବାଂଲାଦେଶର ରହିଛି ୨,୨୨୭ ଡଲାର। ଭାରତୀୟ ମୁଦ୍ରାରେ ଜଣେ…

ଟ୍ରମ୍ପ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ…

ବ୍ୟୁରୋ: ରାଷ୍ଟ୍ରପତି ଥିବା ବେଳେ ୨୦୨୦ରେ ଆମେରିକାର ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ପ୍ରତିମୂର୍ତ୍ତି ସମ୍ବଳିତ ଏକ ଭବ୍ୟ ଉଦ୍ୟାନର ଯୋଜନା କରିଥିଲେ ଡୋନାଲ୍ଡ ଟ୍ରମ୍ପ। ନୂଆ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ପ୍ରକଳ୍ପକୁ ରଦ୍ଦ କରି ଦେଇଛନ୍ତି। 'ନାସନାଲ ଗାର୍ଡେନ୍‌ ଅଫ୍‌ ଆମେରିକାନ୍‌ ହିରୋଜ୍' ନାମରେ…