Odisha Link
Bridging the Missing Links in Odisha

ବିଦ୍ୟାଳୟ ପାଠାଗାର ବହିକିଣା ଦୁର୍ନୀତି:…

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ବ୍ୟାପକ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ନେଇ ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ଏ ମାମଲା ରୋଚକ ମୋଡ଼ ନେଇଛି। ଓସେପାର ପୁସ୍ତକ ଚୟନ ପ୍ରକ୍ରିୟାକୁ…

ଓସେପା ବହିକିଣା ଦୁର୍ନୀତି: ସାନି ଟେଣ୍ଡର…

ଭୁବନେଶ୍ବର: ଶିକ୍ଷା ବିଭାଗ ଅଧୀନରେ ଥିବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବାର୍ଷିକ ବହିକିଣା ଯୋଜନାରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ହୋଇଥିବା ଅଭିଯୋଗ କରିଛନ୍ତି ପ୍ରକାଶକ। ଏ ନେଇ ପ୍ରମୁଖ ପ୍ରକାଶନ ସଂସ୍ଥା ନିରୁପମା ବୁକ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ଦେବଦତ୍ତ ପଟ୍ଟନାୟକଙ୍କ ‘ଟେଲ୍‌ସ…

ଭୁବନେଶ୍ବର: ଭାରତର ସବୁ ରାଜ୍ୟରେ ପ୍ରସିଦ୍ଧ ଠାକୁରଙ୍କ ମନ୍ଦିର ରହିଛି। ହେଲେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯାହା ନିଜର ଆରାଧ୍ୟ ଦେବତାଙ୍କ ଦ୍ବାରା ପରିଚିତି ପାଇଛି। ଜଗନ୍ନାଥ ହେଉଛନ୍ତି ଓଡ଼ିଶାର ରାଷ୍ଟ୍ରଦେବତା। ଜଗନ୍ନାଥ ଦେଶ କହିଲେ ସାରା ଓଡ଼ିଶାକୁ ବୁଝାଏ। ଏପରି ଦୃଷ୍ଟାନ୍ତ ଅନ୍ୟତ୍ର ନାହିଁ ବୋଲି…

ଅକ୍ଟୋବର ୧ରେ ଦେବଦତ୍ତ ପଟ୍ଟନାୟକଙ୍କ ବହି…

ଭୁବନେଶ୍ବର: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ପୁରାଣବିତ ଦେବଦତ୍ତ ପଟ୍ଟନାୟକ ଆଜି ଭୁବନେଶ୍ବର ଆସିଛନ୍ତି। ଆସନ୍ତାକାଲି (ଅକ୍ଟୋବର ୧, ୨୦୨୩, ରବିବାର) ତାଙ୍କ ଲିଖିତ ଟେଲ୍‌ସ ଫ୍ରମ୍‌ ଦି ଲାଣ୍ଡ୍‌ ଅଫ୍‌ ଜଗନ୍ନାଥ ଓ ଏହା ଓଡ଼ିଆ ଅନୁବାଦ ଜଗନ୍ନାଥ ଦେଶର କଥା ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।…

୨୪ ପାଇଁ ଚିନ୍ତା: ଓଡ଼ିଶା ଲିଙ୍କ୍‌ର…

ନିର୍ବାଚନ ପାଖେଇ ଆସିଲେ ରାଜନୈତିକ ଦଳମାନଙ୍କ ମଧ୍ୟରେ ତତ୍ପରତା ବୃଦ୍ଧିପାଏ; ଏହା ସହ ସାଧାରଣ ଜନତା, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ମଣିଷଙ୍କ ଭିତରେ ଏକ ଉତ୍ସାହ ବାରି ହୋଇପଡ଼େ। ଚା' ଖଟିଠାରୁ ଆରମ୍ଭ କରି ଗାଁ ଚାନ୍ଦିନୀ ଯାଏଁ, ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ସାମୂହିକ…

ଓଡ଼ିଶା ବୁଲି ଆସିଥିବା ୨ ରୁଷୀୟ ପର୍ଯ୍ୟଟକ…

ଭୁବନେଶ୍ବର: ରୁଷ୍‌‌ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ନିଜର ଜନ୍ମଦିନ ପାଳନ ପାଇଁ ରୁଷର ଏହି ସାଂସଦ ବନ୍ଧୁମାନଙ୍କ ସହ ଓଡ଼ିଶା ଆସି ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିଲେ। ଶନିବାର ଦିନ ହୋଟେଲ…

କିଏ ପାଇବ ସାହିତ୍ୟ ଏକାଡେମୀ ପୁରସ୍କାର?…

ଭୁବନେଶ୍ବର: କିଛିଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରୁ ଆଦି ପରଦା ଉଠିବ। ଓଡ଼ିଶାରୁ କେଉଁ ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ତାହା ଆଜି ସ୍ପଷ୍ଟ ହୋଇଯିବ। ଏକାଡେମୀ ପକ୍ଷରୁ ଆଜି ପୁରସ୍କାର ତାଲିକା ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଏ ପୁରସ୍କାର ଏଥର କବି ଓ ସଂସ୍କୃତି…

ରଂଜନ ଦାସ ଏକାଡେମୀ ପୁରସ୍କାର ପାଇବା ନେଇ…

ଭୁବନେଶ୍ବର: କବି ତଥା ଓଡ଼ିଶା ସଂସ୍କୃତି ବିଭାଗ ନିର୍ଦେଶକ ରଂଜନ କୁମାର ଦାସ ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଉଛନ୍ତି ବୋଲି ପ୍ରଚାର ହେଉଛି। ଦୁଇ ବର୍ଷ ଧରି ଶ୍ରୀ ଦାସଙ୍କ ପାଇଁ ଯୋରଦାର ଲବି ଚାଲିଥିଲା। ଏ ନେଇ ଶ୍ରୀ ଦାସଙ୍କ ନିକଟତମ ମହଲରେ ଆଗୁଆ ଉତ୍ସାହ ଦେଖିବାକୁ ମିଳିଥିବାବେଳେ…

ଅବସର ବେଉରିଆଙ୍କ ଦେହାନ୍ତ

ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ଜଣାଶୁଣା ସ୍ତମ୍ଭକାର ଓ ଲେଖକ ଅବସର ବେଉରିଆ ଆଉ ନାହାନ୍ତି। ବୁଧ-ଗୁରୁ ମଧ୍ୟରୀତ୍ରିରେ ୮୦ ବର୍ଷ ବୟସ୍କ ଅବସର ପ୍ରାଣ ହରାଇଛନ୍ତି। ବୁଧବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ…

ହାତ ଟେକିଦେଲା ସଂସ୍କୃତି ନିର୍ଦେଶାଳୟ,…

ଭୁବନେଶ୍ବର: ପୂର୍ବ ଦୁଇ ଥର ପରି ଆସନ୍ତା ମାସରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ 'ଅକ୍ଷର' ଆୟୋଜିତ ହେବା ନେଇ କିଛିଦିନ ଧରି ଅନିଶ୍ଚିତତା ଲାଗି ରହିଥିବାବେଳେ ସେଥିରେ ଆଜି ପୂର୍ଣଚ୍ଛେଦ ପଡ଼ିଛି। ସଂସ୍କୃତି ନିର୍ଦେଶାଳୟ ପୁସ୍ତକମେଳା ପାଇଁ ପଡ଼ିଆ ଯୋଗାଡ଼ରେ ବିଫଳ ହୋଇଥିବାବେଳେ ଭୁବନେଶ୍ବର…