Odisha Link
Bridging the Missing Links in Odisha

ସପ୍ତାହେ ଯାଏଁ ବଢ଼ିବ ଥଣ୍ଡାର ପ୍ରକୋପ,…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ ଏବଂ ଏକ ସପ୍ତାହ ଯାଏଁ ଏଭଳି ପରିସ୍ଥିତି ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଦକ୍ଷିଣ ବଙ୍ଗୋପସାଗର ଓ ଥାଇଲ୍ୟାଣ୍ଡ ଉପକୂଳ…

ଜାତୀୟ ଏକତା ସୁଦୃଢ଼ କରିବାକୁ…

ଭୁବନେଶ୍ୱର: ବିଜ୍ଞାନ ଏବଂ ଶିକ୍ଷା ସହିତ ବିଭିନ୍ନ କ୍ଷେତ୍ରରେ ଭାରତ ବିକାଶ କରିଚାଲିଛି । କିନ୍ତୁ ଏହି ମୂହୁର୍ତରେ ଜାତୀୟ ସଂହତି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଜନସାଧାରଣ ଏକତାର ଗୁରୁତ୍ୱ ବୁଝିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି, ସାମାଜିକ ସୁରକ୍ଷା, ସାର୍ବଜନିକ ଉଦ୍ୟୋଗ…

ଉତ୍ତର କୋରିଆ: ଆଗାମୀ ୧୦ ଦିନ ଯାଏଁ…

ବ୍ୟୁରୋ: ଉତ୍ତର କୋରିଆର ପୂର୍ବତନ ରାଷ୍ଟ୍ରମୁଖ୍ୟ କିମ୍‌ ଜଙ୍ଗ୍‌‌ଇଲ୍‌ଙ୍କର ଆଜି ହେଉଛି ୧୦ମ ମୃତ୍ୟୁବାର୍ଷିକୀ। ଆଜି ଠାରୁ ୧୦ ଦିନ ଯାଏଁ ରାଷ୍ଟ୍ର ବ୍ୟାପୀ ଶୋକପାଳନ ହେଉଥିବା ବେଳେ ଏହି ସମୟ ଭିତରେ ଦେଶବାସୀ ହସିପାରିବେନାହିଁ ବୋଲି ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଏଭଳି ନିର୍ଦ୍ଦେଶ ପାଳନ…

୩ୟ ଓଡ଼ିଶା ଶିକ୍ଷା ସମ୍ମାନ, ୧୦…

ଭୁବନେଶ୍ବର: ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଆଜି ସଂଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏ ଅବସରରେ…

ସମ୍ ଅଲ୍ଟିମେଟ ମେଡିକେୟାରକୁ HACCP…

ଭୁବନେଶ୍ୱର: ୱାନ୍ ଷ୍ଟପ୍‌ ନେକ୍ସଟ ଜେନେରେସନ୍ ମଲ୍ଟି ସ୍ପେଶିଆଲିଟି କ୍ୱାଟରନାରୀ କେୟାର ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର (SUMUM) ଚଳିତ ବର୍ଷ ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ହାଜାର୍ଡ ଆନାଲିସିସ୍ କ୍ରିଟିକାଲ୍ କଂଟ୍ରୋଲ୍ ପଏଂଟ (HACCP)ର ପ୍ରମାଣପତ୍ର ମିଳିବାର ସଫଳତା ହାସଲ କରିଛି।…

ବାୟୁସେନା ବିମାନ ଦୁର୍ଘଟଣା: ବଞ୍ଚିଗଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହ ବଞ୍ଚି ଯାଇଛନ୍ତି।…

ମୁକୁନ୍ଦ ନାରାଭାନେ ପରବର୍ତ୍ତୀ…

ବର୍ତ୍ତମାନ ସ୍ଥଳସେନା ମୁଖ୍ୟ ଥିବା ଜେନେରାଲ ମନୋଜ ମୁକୁନ୍ଦ ନାରାଭାନେ ଦେଶର ପରବର୍ତ୍ତୀ ଚିଫ୍‌ ଅଫ୍‌ ‌ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍) ହେବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଗତକାଲି ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ୍‌ ବିପିନ ରାଓ୍ବତ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ…

ହେଲିକପ୍ଟର ଦୁର୍ଘଟଣା: ବଞ୍ଚିଥିଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ବେଳେ ଜେନେରାଲ ରାଓ୍ବତ ବଞ୍ଚିଥିଲେ ବୋଲି ଉଦ୍ଧାରକାରୀ ଦଳ…

ପ୍ରଶାସନର ନୂଆ କାର୍ଯ୍ୟକ୍ରମ ‘ଶିଶୁ…

ସୁନ୍ଦରଗଡ଼: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ।…

କୃଷକଙ୍କ ଆୟବୃଦ୍ଧି ଦିଗରେ ଗୁରୁତ୍ୱ…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଗ୍ରଗତି ଏବଂ କୃଷକଙ୍କ ରୋଜଗାରକୁ ବର୍ଦ୍ଧିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ତ୍ରିସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୁଧବାର ସୂଚନା ଦେଇଛନ୍ତି। ବର୍ତମାନ ରାଜ୍ୟର ୯୦ ପ୍ରତିଶତ…