Odisha Link
Bridging the Missing Links in Odisha

ଶିଶୁଙ୍କ କଥା ଶୁଣିଲେ ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ବିଧାୟକମାନେ ଆଜି ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକାଠି ହୋଇ ଶିଶୁମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାକ୍ରମରେ ଶିଶୁମାନଙ୍କ ଜୀବନଧାରଣର ମାନରେ କିପରି ଗୁଣାତ୍ମକ ପରିବର୍ତନ ଆସିପାରିବ ସେ ନେଇ ମତପ୍ରକାଶ କରିଥିଲେ। ଏହି ଅବସରରେ…

ସୋଆ ମୁନ୍‌ ୨୦୨୧ ଉଦ୍‌ଯାପିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ସୋଆ ମଡେଲ ୟୁନାଇଟେଡ୍ ନେସନସ୍ (ସୋଆ ମୁନ୍‌ ୨୦୨୧) ଉଦ୍‌ଯାପିତ ହୋଇଯାଇଛି। ଗତ ଡିସେମ୍ବର ୪ ତାରିଖ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆ ଛାତ୍ରମଙ୍ଗଳ ଡିନ୍…

SUMUMରେ ହୃଦ୍ ସମସ୍ୟା ଥିବା ଶିଶୁର ସଫଳ…

ଭୁବନେଶ୍ୱର: ସମ୍ ଅଲ୍ଟିମେଟ୍ ମେଡିକେୟାରରେ ହୃଦ ସମସ୍ୟାରେ ପୀଡ଼ିତ ଥିବା ୫ ମାସର ଶିଶୁ ପୁତ୍ରର ହୃଦରୋଗ ବିଶେଷଜ୍ଞ ସଫଳ ଅସ୍ତ୍ରୋପଚାର କରିଛନ୍ତି। ପେଡିଆଟ୍ରିକ୍ କାର୍ଡିଆକ୍ କ୍ୟାଥେଟର୍ ଇଂଟରଭେନ୍ସନ୍ ଦ୍ୱାରା ଶିଶୁଟି ସୁସ୍ଥ ହୋଇପାରିଛି। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଶିଶୁଟିକୁ…

ଉଚ୍ଚଶିକ୍ଷାର ନଗ୍ନରୂପ: ୬୨% ଶିକ୍ଷକ ପଦ…

ଭୁୁବନେଶ୍ବର: ରାଜ୍ୟରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଥିବା ଶିକ୍ଷାନୁଷ୍ଠାନରେ ୬୨ରୁ ଅଧିକ ପଦ ଖାଲିପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ଅଧୀନସ୍ଥ ୧୧ ବିଶ୍ବବିଦ୍ୟାଳୟରେ ୬୨.୧୧% ଶିକ୍ଷକ ପଦରେ କେହି ନିଯୁକ୍ତ ହୋଇନାହାନ୍ତି। ଏମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକ…

ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍

ଭୁବନେଶ୍ୱର: ଜଣାଶୁଣା ଶିକ୍ଷକ, ଶତାୟୁ ପୁରୁଷ ପଦ୍ମଶ୍ରୀ ନନ୍ଦ ସାର୍‌ ଇହଲୀଳା ସମ୍ବରଣ କରିଛନ୍ତି। ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଆଜି ଅପରାହ୍ଣରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଗତ ସପ୍ତାହରେ ତାଙ୍କୁ ଯାଜପୁର ଡୁବୁରୀସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…

ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଆଇନ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତେକାତ୍ତର ଆଇନ୍ ବିଭାଗ ଓ ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରଟାରୀ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଶାଖାର ମିଳିତ ଆନୁକୂଲ୍ୟରେ ଏକ ସେମିନାର ଅୟୋଜିତ ହୋଇଯାଇଛି। ଏହି ସେମିନାରେର ଅତିଥି ଭାବେ ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆ,…

ବାତ୍ୟା ଜଓ୍ବାଦ: ବର୍ତ୍ତିଗଲା ଓଡ଼ିଶା,…

ଭୁବନେଶ୍ବର: ଜଓ୍ବାଦ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳରେ ତାଣ୍ଡବ ରଚିବ ବୋଲି ଯେଉଁ ପୂର୍ବାନୁମାନ କରାଯାଇଥିଲା ତାହା ଏବେ ଟଳିଯାଇଛି। ଗଭୀର ଅବପାତର ରୂପ ନେଇ ଜଓ୍ବାଦ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଛାଡ଼ ଉତ୍ତରମୁହାଁ ହୋଇଛି। ଅବପାତ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ କୌଣସି…

ନାଗାଲାଣ୍ଡ: ୧୧ ନାଗରୀକଙ୍କୁ ହତ୍ୟାକଲେ…

କୋହିମା: ନାଗାଲାଣ୍ଡ-ମ୍ୟାଁମାର ସୀମାବର୍ତ୍ତୀ ମନ୍‌ ଜିଲ୍ଲାରେ ଜାତୀୟ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ୧୧ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତଙ୍କୁ ଆସାମରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହତ୍ୟା ନେଇ ନାଗାଲାଣ୍ଡ ପୁଲିସ ଆଜି ସ୍ପଷ୍ଟ କରିଛି। ଓଟିଂ ଓ ତିରୁ ଗାଁ…

ଡିସେମ୍ବର ୧୧ରେ ଓଡ଼ିଶା ଶିକ୍ଷା ସମ୍ମାନ…

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଓଡ଼ିଶା ଶିକ୍ଷା ସମ୍ମାନ ୨୦୨୧ ପ୍ରଦାନ ସମାରୋହ ଚଳିତ ଡିସେମ୍ବର ୧୧ ତାରିଖ ସଂଧ୍ୟା ୬ଟା ୩୦ରେ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ପରିସରରେ ଅନୁଷ୍ଠିତ ହେବ। ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ତ୍ରିଲୋଚନ…

ଭୁବନେଶ୍ବର: ନୟାଗଡ଼ର ସୁଯୋଗ୍ୟ ସନ୍ତାନ, ଓଡ଼ିଶାର ଅଦ୍ୱିତୀୟ ବରପୁତ୍ର ପଦ୍ମଭୂଷଣ ପ୍ରଫେସର ତ୍ରିଲୋଚନ ପ୍ରଧାନଙ୍କର ଦେହାନ୍ତ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଡ. ପ୍ରଧାନ ଆଜି ଭୁବନେଶ୍ବରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗକରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କ…