Odisha Link
Bridging the Missing Links in Odisha

ଆନ୍ଧ୍ରପ୍ରଦେଶ ବନ୍ୟା: ୨୫ ମୃତ, ଶତାଧିକ…

ହାଇଦ୍ରାବାଦ: ଆନ୍ଧ୍ରପ୍ରେଦଶରେ ପ୍ରଳୟଙ୍କରୀ ବନ୍ୟାର ପ୍ରଭାବ ଜାରି ରହିଛି। ଏଯାଏଁ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ବଙ୍ଗୋପସାଗରରେ ଲଗାତାର ଦୁଇଟି ଲଘୁଚାପ ପରେ ଆନ୍ଧ୍ରରେ ବର୍ଷା ବିତ୍ପାତ ପ୍ରବଳ ହୋଇଛି। ଧାର୍ମିକ ସହ ତିରୁପତି ସମ୍ପୂର୍ଣ୍ଣ ଜଳାଣ୍ଣବ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଉଭୟ ଜିଲ୍ଲାର ୧୦ ଲକ୍ଷ ଲେଖାଏଁ ଲୋକ ଏହି ସୁବିଧା ପାଇବେ। ଆଜିକୁ ମିଶାଇ ଏଯାବତ୍‌ ରାଜ୍ୟର ୧୫ଟି ଜିଲ୍ଲାର ଜନସାଧାରଣ…

ରାଜସ୍ଥାନ: ସମସ୍ତ ମନ୍ତ୍ରୀଙ୍କ ସମୁହ…

ଜୟପୁର: ରାଜସ୍ଥାନ ସରକାରରେ ବଡ଼ ପରିବର୍ତ୍ତନ ଆଶ କରାଯାଉଛି। କଂଗ୍ରେସ ନେତୃତ୍ବାଧୀନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାରେ ସମସ୍ତ ମନ୍ତ୍ରୀ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ହଠାତ ମନ୍ତ୍ରୀମାନଙ୍କ ସମୁହ ଇସ୍ତଫାର କାରଣ ଜଣାପଡ଼ିନାହିଁ। ତେବେ ଆଗକୁ କ୍ୟାବିନେଟ୍‌ ପୁନର୍ଗଠନ ଥିବା ବେଳେ ରାଜସ୍ଥାନ…

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ…

ଭୁବନେଶ୍ବର: ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ବୋଲି ବରିଷ୍ଠ କବି ତଥା ଚିନ୍ତକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ…

୮୦ କୋଟି ଲୁଟ୍‌ ପ୍ରମାଣ ପାଇବା ପରେ ବି…

ନୟାଗଡ଼: ବ୍ଲକ୍‌ ଅଧ୍ୟକ୍ଷାଙ୍କ ଜାଲ୍‌ ଦସ୍ତଖତ କରି ମିଥ୍ୟା ବିଲ୍‌ ମାଧ୍ୟମରେ ଓ ବିନା କାମରେ ୮୦ କୋଟିରୁ ଅଧିକ ଟଙ୍କା ଜଣେ ପ୍ରଭାବଶାଳୀ ବିଜେଡି ନେତା ଲୁଟି ନେଇଛନ୍ତି ବୋଲି ଅଭିଯୋଗ ଆସିଲା। ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଲେ। ଉପଜିଲ୍ଲାପାଳଙ୍କୁ ତଦନ୍ତ ଦାୟିତ୍ବ ମିଳିଲା।…

ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ…

ପାରାଦୀପ: ପାରାଦୀପ ବନ୍ଦରରୁ ପ୍ରଥମ ଥର ପାଇଁ ହଲପାକ୍‌ ଡମ୍ପର୍‌ ଓ ଏସ୍କାଭେଟର୍‌ ଭଳି ଭାରୀ ଖଣିଜ ଯନ୍ତ୍ର ବିଦେଶକୁ ରପ୍ତାନୀ ହୋଇଛି। ରାଜ୍ୟର ପ୍ରମୁଖ ବନ୍ଦରରୁ ଏହି ଐତିହାସିକ ପ୍ରଥମ ପଦକ୍ଷେପକୁ ପରିଚାଳନା କରିଛନ୍ତି ଓଡ଼ିଶା ଷ୍ଟଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍)। ତ୍ରିବେଣୀ ଅର୍ଥମୁଭର୍ସ…

ଦୁଇ ସଭାପତି, ଦୁଇ ସ୍ଥାନରେ ସମ୍ବର୍ଧନା…

ନୟାଗଡ଼: ସାମ୍ବାଦିକ ସଂଘ ଗୋଟିଏ। କିନ୍ତୁ ସଂଘର ସଭାପତି ଭାବେ ଦୁଇ ଜଣ ଅଛନ୍ତି। ଜଣେ ସଭାପତି ପୂର୍ବରୁ ଥିବାବେଳେ ଅନ୍ୟଜଣେ ନବନିଯୁକ୍ତ ହୋଇଛନ୍ତି। ଉଭୟଙ୍କୁ ସମ୍ବର୍ଧନା ଦେବା ପାଇଁ ଗତକାଲି ନୟାଗଡ଼ରେ ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ସଭା ଅନୁଷ୍ଠିତ ହୋଇଛି। ନୟାଗଡ଼ ସ୍ଥିତ ନୀଳମାଧବ କଲ୍ୟାଣ…

ନୟାଗଡ଼: କଳାବଜାରରେ ସାର

ନୟାଗଡ଼: ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ଏଥିପାଇଁ ପାଣ୍ଠିସଂଗ୍ରହ ଲାଗି ରାଜନେତାମାନେ ଅଭିଯାନ ଆରମ୍ଭ କଲେଣି। ନୟାଗଡ଼ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପରେ ବ୍ୟାପକ ପିସି କାରବାର, ବେଆଇନ ଭାବେ ପାହାଡ଼ ଭାଙ୍ଗି ବିକ୍ରି କରିବା ଓ ମିଥ୍ୟା ବିଲ୍‌ ମାଧ୍ୟମରେ ପାଣ୍ଠିଯୋଗାଡ଼ ନେଇ ପୂର୍ବରୁ ଅଭିଯୋଗ ହୋଇ…

ରଂଜନ କୁମାର ଦାସଙ୍କ କବିତା ସଂକଳନ…

ଭୁବନେଶ୍ବର: ଜଣାଶୁଣା କବି ଓ ବରିଷ୍ଠ ପ୍ରଶାସକ ରଂଜନ କୁମାର ଦାସଙ୍କ ଦ୍ବାଦଶ କବିତା ସଂକଳନ "ସମୟର ସାତରଙ୍ଗ" ଆଜି ଉନ୍ମୋଚିତ ହୋଇଯାଇଛି। ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆୟୋଜିତ ଏ ଉନ୍ମୋଚନ ଉତ୍ସବରେ ବରିଷ୍ଠ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷିକେଶ ମଲ୍ଲିକ…

ଦେବଦାସ ଛୋଟରାୟଙ୍କ…

ଭୁବନେଶ୍ବର: ପ୍ରସିଦ୍ଧ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ "ବିଜୁବାବୁ" ପୁସ୍ତକକୁ ଆଜି ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ରାଜଭବନ ପରିସରରେ ରାଜ୍ୟପାଳ ବହିଟିକୁ ଉନ୍ମୋଚନ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଶିଷ୍ଟ ଜନନାୟକ ଓ ସ୍ବପ୍ନଦ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ…