Odisha Link
Bridging the Missing Links in Odisha

ରାଜକୋଟ୍‌ ଟି-୨୦: ଟସ୍‌ ଜିତିଲା ଭାରତ,…

ଓଏଲ୍‌ ବ୍ୟୁରୋ: ରାଜକୋଟରେ ଖେଳାଯାଉଛି ଭାରତ-ଇଂଲଣ୍ଡ ଟି-୨୦ ସିରିଜର ତୃତୀୟ ମ୍ୟାଚ୍। ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ ହୋଇଥିବା ବେଳେ ଭାରତ ଆଜିର ମ୍ୟାଚ ଜିତି ସିରିଜ ନିଜ ନାମରେ କରିବା ପାଇଁ ପଡ଼ିଆକୁ ଓହ୍ଲାଇବ। ହାଇଭୋଲଟେଜ ମୁକାବିଲାରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି।…

ସରକାରୀ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ…

ଓଏଲ୍‌ ବ୍ୟୁରୋ: ବିଳମ୍ବରେ ଅଫିସିକୁ ଆସୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର। ସରକାରୀ ଅଫିସ୍‌ରେ ଚାଲିବନି ଆଉ ମନମାନି। ଏଣିକି ଠିକ୍‌ ସମୟରେ କାର୍ଯ୍ୟାଳୟକୁ ନ ଆସିଲେ ନିଆଯିବ ଆକ୍ସନ। ସେମାନଙ୍କ ବିରୋଧରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ। ବିଳମ୍ବରେ ଆସୁଥିବା ସରକାରୀ କର୍ମଚାରୀଙ୍କ…

ରାଜକୋଟ୍‌ରେ କିଏ କରିିବ ରାଜ ? ୨ଟି…

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର କିଛି ସମୟର ଅପେକ୍ଷା। ଟି-୨୦ ସିରିଜର ତୃତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ। ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯିବ। ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ। ତେବେ…

Paytm: ପିପିଏସ୍‌ଏଲ୍‌ ସିଇଓ ପଦବୀରୁ…

ଓଏଲ୍‌ ବ୍ୟୁରୋ: ପେଟିଏମ୍‌ ପେମେଣ୍ଟ ସର୍ଭିସେସ୍‌ ଲିମିଟେଡର ସିଇଓ ପଦରୁ ଇସ୍ତଫା ଦେଲେ ନକୁଳ ଜୈନ। ନୂଆକରି ନିଜ କମ୍ପାନୀ ଦ୍ବାରା ବାଣିଜ୍ୟ ଜଗତରେ ପାଦ ଥାପିବାକୁ ପ୍ରସ୍ତୁତ ହେଉଥିବାରୁ ନକୁୁଳ ଜୈନ ସିଇଓ ପଦରୁ ଇସ୍ତଫା ଦେଇଥିବା ସୂଚନା ରହିଛି। ପେଟିଏମ୍‌ ପକ୍ଷରୁ କୁହାଯାଇଛି, ଆମେ ନକୁୁଳ ଜୈନଙ୍କ…

ଚମ୍ପିଆନ୍ସ ଟ୍ରଫି: ଆରମ୍ଭ ହେଲା ଟିକେଟ୍‌…

ଓଏଲ୍‌ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଚଳିତ ଥର ପାକିସ୍ତାନ ଏବଂ ଦୁବାଇରେ ଚମ୍ପିଆନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ଚମ୍ପିଆନ୍ସ ଟ୍ରଫିି ମହାକୁମ୍ଭ ଲଢ଼େଇ ପାଇଁ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହେବ। ଏନେଇ ଅଇସିସି…

ଓଡ଼ିଶାର ୪ଜଣଙ୍କୁ ପଦ୍ମ ପୁରସ୍କାର

ଓଏଲ୍‌ ବ୍ୟୁରୋ: ୨୦୨୫ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତ ଥର ମୋଟ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ନାମ ଘୋଷଣା କରିଛନ୍ତି ଭାରତ ସରକାର। ସେ ମଧ୍ୟରୁ ଓଡ଼ିଶାର ୪ ଜଣଙ୍କୁ ମିଳିଛି ପଦ୍ମଶ୍ରୀ ପୁରସ୍କାର। ମେଡିିସିନ୍‌ କ୍ଷେତ୍ରରେ ଓଡ଼ିଶାର ଅଶୋକ ମହାପାତ୍ରଙ୍କୁ…

ରଣଜୀ ଟ୍ରଫିରେ ବି ଚାଲିଲାନି ରୋହିତଙ୍କ…

ଓଏଲ୍‌ ବ୍ୟୁରୋ: ନିକଟରେ ଅଷ୍ଟ୍ରେଲିଆରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ତାହାକୁ ନଜରରେ ରଖି ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଘରୋଇ କ୍ରିକେଟ ଖେଳିବାକୁ କହିଥିଲା। ଆଜିଠୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିର ୨ୟ ରାଉଣ୍ଡରେ ବହୁ ହେଭିଓ୍ବେଟ୍‌…

ସାଧାରଣତନ୍ତ୍ର ଦିବସ: ଜାଣନ୍ତୁ ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ଆଉମାତ୍ର ୪ ଦିନ ପରେ ସାରା ଦେଶରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଭାରତର ଏହି ଗଣପର୍ବକୁ ନେଇ ସାରା ଦେଶରେ ଚାଲିଛି ଜୋରଦାର ପ୍ରସ୍ତୁତି। ସାଧାରଣତନ୍ତ୍ର ଦିବସକୁ ମହାସମାରୋହରେ ପାଳନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି। କେଉଁ ଜିଲ୍ଲାରେ କିଏ କରିବେ ପତାକା ଉତ୍ତୋଳନ…

ଭାରତୀୟ ଜର୍ସିରେ ରହିବ ନାହିଁ…

ଓଏଲ୍‌ ବ୍ୟୁରୋ:ଚମ୍ପିଆନ୍ସ ଟ୍ରଫି ୨୦୨୫କୁ ନେଇ ଆସିଛି ବଡ଼ ଖବର। ପାକିସ୍ତାନରେ ଆୟୋଜିତ ହେଉଥିବା ଚମ୍ପିଆନ୍ସ ଟ୍ରଫିରେ ଚଳିତଥର ୮ଟି ଦଳ ମୁହାଁମୁହିଁ ହେବେ। ତେବେ ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ ନେଇଛି ବଡ଼ ନିଷ୍ପତ୍ତି। ଭାରତୀୟ ଦଳ ପିନ୍ଧି ଖେଳିବାକୁ ଥିବା ଜର୍ସିରେ…

Champions Trophy: ଭାରତୀୟ ଦଳରେ ସ୍ଥାନ…

ଓଏଲ୍‌ ବ୍ୟୁରୋ: ଓଏଲ୍‌ ବ୍ୟୁରୋ: ଚମ୍ପିଆନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ ବୋର୍ଡ। ୧୫ ଜଣିିଆ ଦଳ ଘୋଷଣା କରିଛି ବିସିସିଆଇ। ରୋହିତଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା ବେଳେ ଶୁଭମନ ଗିଲଙ୍କୁ ଉପଅଧିନାୟକ ଦାୟିିତ୍ବ ମିଳିିଛି। ସେହିପରି ୧୫ ମାସ ପରେ ଦଳକୁ ପ୍ରତ୍ୟାବର୍ତ୍ତନ…