Odisha Link
Bridging the Missing Links in Odisha

ଫେବୃଆରୀ ୬ରୁ ଖଣ୍ଡଗିିରି ଯାତ୍ରା ମହାସମର

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ଖଣ୍ଡଗିରି କୁମ୍ଭମେଳା। ଏଥିପାଇଁ ପ୍ରସ୍ତୁତି ଚାଲିଛି ଜେରଦାର। ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କୁମ୍ଭ ମେଳା କାର୍ଯ୍ୟ। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ସଜବାଜ ହେଲେଣି ଯାତ୍ରା କମିଟି। ତେବେ…

“ରାଜନୀତିରେ କିଛି ଅସମ୍ଭବ…

ଓଏଲ୍‌ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ବଡ଼ ବୟାନ ଦେଲେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ତଥା ସାଂସଦ ମୀସା ଭାରତୀ। ମହଗଠବନ୍ଧନକୁ ନୀତୀଶ କୁମାରଙ୍କ ପ୍ରତ୍ୟାବର୍ତ୍ତନ କରିବେ କି ପ୍ରସଙ୍ଗରେ ଭାରତୀ ଦେଇଛନ୍ତି ପ୍ରତିକ୍ରିୟା। ସେ କହିଛନ୍ତି, ରାଜନୀତିରେ କିଛି ଅସମ୍ଭବ…

ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ଆତିଶୀ। ସେ ଆଜି ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ନାମାଙ୍କନ ଭରିଛନ୍ତି। ଗତଥର ଏହି ଆସନରୁ ନିର୍ବାଚିତ ହୋଇଥିଲେ ଆତିଶୀ। ନାମାଙ୍କନପତ୍ର ଦାଖଲ କରିବା ପରେ ଆତିଶୀ କହିଛନ୍ତି, ଆଜି ମକର ସଂକ୍ରାନ୍ତିଙ୍କ…

ଦୁଇ ଦୁଇଥର ଆଲୋଚନା ବିଫଳ, ପ୍ରଭୁ…

ଓଏଲ୍‌ ବ୍ୟୁରୋ: ପବତ୍ର ମକର ସଂକ୍ରାନ୍ତି ଅବସରରେ ବନ୍ଦ ରହିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ନୀତି ବିଭ୍ରାଟକୁ ନେଇ ହୋଇଥିବା ବୈଠକରେ ବାହାରିଲାନି ନିଷ୍କର୍ସ। ପ୍ରଶାସନ ସହିତ ୨ ନିଯୋଗଙ୍କ ମଧ୍ୟରେ ହୋଇଥିବା ବୈଠକ ବିଫଳ। ଯାହାଫଳରେ ପବିତ୍ର ସଂକ୍ରାନ୍ତିରେ ମଧ୍ୟ ବନ୍ଦ ରହିବ ପ୍ରଭୁ ଲିଙ୍ଗରାଜଙ୍କ…

ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ବିସିସିଆଇ…

ଓଏଲ୍‌ ବ୍ୟୁରୋ: ଆକ୍ସନ ମୁଡରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ବର୍ଡର-ଗାଭାସ୍କର ଟ୍ରଫି ହାରିବା ପରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବିସିସିଆଇ। ଏଣିକି କ୍ରିକେଟରଙ୍କ ପରିବାରଜନଙ୍କ ପାଇଁ କଡ଼ା ନିୟମ ପ୍ରସ୍ତୁତ କରୁଛି ବିସିସିଆଇ। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ…

ବଡ଼ ଖବର: ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ…

ଓଏଲ୍‌ ବ୍ୟୁରୋ: ଏଣିକି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର। ୨୦୦ ଏମଏଲ ଭିଟାମିନ ଏ ଓ ଡି ଯୁକ୍ତ କ୍ଷୀର ଦେବା ପାଇଁ ଯୋଜନା ଚାଲିଛି। ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।ଗତକାଲି ରାଷ୍ଟ୍ରପତି ରାଇରଙ୍ଗପୁରରେ ଗିଫ୍ଟ ମିଲ୍କ କାର୍ଯ୍ୟକ୍ରମର…

୧୫ରେ ହେବାକୁ ଥିବା ୟୁଜିସି-ନେଟ୍‌…

ଓଏଲ୍‌ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ୟୁଜିସି-ନେଟ୍‌ ପରୀକ୍ଷା ସ୍ଥଗିତ କଲା ଏନ୍‌ଟିଏ। ପୋଙ୍ଗଲ, ମକର ସଂକ୍ରାନ୍ତି ପାଇଁ ପରୀକ୍ଷା ସ୍ଥଗିତ। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ୧୬ରେ ହେବାକୁ ଥିବା ପରୀକ୍ଷା ସୂଚୀ ଅନୁଯାୟୀ ହେବ। ନୂଆ ତାରିଖ ଖୁବଶୀଘ୍ର…

ମହାକୁମ୍ଭ ମେଳା ୨୦୨୫: ଓଡ଼ିଶାରୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ମହାକୁମ୍ଭ ମେଳା ୨୦୨୫ ପାଇଁ ମହାଆୟୋଜନ କରିଛନ୍ତି ରାଜ୍ୟ ସରକାର। ପ୍ରଥମେ ବିଶ୍ୱ ପ୍ରସିଦ୍ଧ 'ମହାକୁମ୍ଭ ମେଳା ୨୦୨୫’ ର ଭବ୍ୟ ଆୟୋଜନରେ ଯୋଗଦେବା ନିମନ୍ତେ ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିଥିଲ ସରକାର। ଏବେ ଓଡ଼ିଶାର ଲକ୍ଷାଧିକ…

ଚମ୍ପିଆନ୍ସ ଟ୍ରଫି: କେବେ ଘୋଷଣା ହେବ…

ଓଏଲ‌ ବ୍ୟୁରୋ: ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହେବ ଚମ୍ପିଆନ୍ସ ଟ୍ରଫି ୨୦୨୫। ଏଥିପାଇଁ ୮ଟି ଦଳ ମଧ୍ୟରୁ ୫ ଟି ଦଳ ନିଜର ଟିମ୍‌ ଘୋଷଣା କରି ସାରିଛନ୍ତି। କେବଳ ଆୟୋଜକ ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଭାରତୀୟ କ୍ରିକେଟ ଦଳ ନିଜ ଟିମ୍‌ ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ଟିମ୍‌ ଘୋଷଣା ପାଇଁ ଶେଷ ତାରିଖ…

ସାମ୍ବାଦିକ ସମ୍ମିଳନୀରେ ବର୍ଷିଲେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କଲେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପୁୁଅ ତଥା ଦୀପାଳିିଙ୍କ ଭାଇ ବିଶାଳ ଦାସଙ୍କୁ ପୁଲିସ ଅଟକ ରଖିବା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିିଛନ୍ତି ଦୀପାଳି ଦାସ। ସାମ୍ବାଦିକ…