Odisha Link
Bridging the Missing Links in Odisha

ଫନି କ୍ଷତିଗ୍ରସ୍ତ ଓଡ଼ିଶାକୁ ୯ ଲକ୍ଷ…

ବେଜିଂ: ବାତ୍ୟା ‘ଫନି’ରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାକୁ ହଂକଂ ସରକାର ୯ ଲକ୍ଷ ଡଲାରର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାତ୍ୟା ପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ହଂକଂ ସରକାର ଏହି ଅର୍ଥ ଅନୁମୋଦନ କରିଛନ୍ତି। ଏହା ଦ୍ୱାରା ୪୫,୧୦୦ ବାତ୍ୟା…

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ସୋଏବ…

ଲଣ୍ଡନ: ପାକିସ୍ତାନ ଦଳର ବ୍ୟାଟସମ୍ୟାନ୍‌ ସୋଏବ ମଲ୍ଲିକ ଦିନିକିଆ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଏନେଇ ସୋଏବ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଏବ ସାଥି ଖେଳାଳି ଏବଂ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋଏବ। ଚଳିତ ବିଶ୍ବକପରେ…

‘୮୩’ ର ଫାଷ୍ଟଲୁକ, ଫଟୋ…

ନୂଆଦିଲ୍ଲୀ: ବଲିଉଡ଼ ଷ୍ଟାର ରଣବୀର ସିଂହ ତାଙ୍କ ଆଗାମୀ ଫିଲ୍ମ ପାଇଁ '୮୩'ର ପ୍ରସ୍ତୁତିରେ ଜୋରଶୋର ଲାଗିଛନ୍ତି। ରଣବୀରଙ୍କ ଅଭିନୀତ ଏହି ଫିଲ୍ମ ୧୯୮୩ ମସିହା କ୍ରିକେଟ ବିଶ୍ବକପ୍‌ ଜିତିଥିବା ଭାରତୀୟ ଦଳ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ରଣବୀର ଭାରତୀୟ ଦଳର ପୂର୍ବ ଅଧିନାୟକ କପିଳ ଦେବଙ୍କ ଭୂମିକାରେ…

ଆଜିଠୁ ବିଜେପିର ରାଜ୍ୟସ୍ତରୀୟ ସଦସ୍ୟତା…

ଭୁବନେଶ୍ବର: ଆଜିଠୁ ବିଜେପିର ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାରେ ଏହି ସଦସ୍ୟତା ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନ ୩ଟାରେ ଶୁଭାରମ୍ଭ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୁବନେଶ୍ୱର ବିଜେପି ଜିଲ୍ଲା ସଂଗଠନ ପକ୍ଷରୁ ଏକ…

ଶେଷରେ ଆଖି ବୁଜିଲେ ଗଙ୍ଗା ଯମୁନା

କଟକ: ଆଜି ଶେଷରେ ଆଖି ବୁଜିଲେ କଟକ ଶିଶୁ ଭବନରେ ଚିକିତ୍ସାଧୀନ ହେଉଥିବା ଯୋଡ଼ା ଶିଶୁ ଗଙ୍ଗା ଯମୁନା। ଡାକ୍ତରମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଯୋଡ଼ା ଶିଶୁଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନି। ଏନେଇ ସୂଚନା ଦେଇଛନ୍ତି ଶିଶୁ ଭବନ ଅଧୀକ୍ଷକ ଡ. ସରୋଜ କୁମାର ଶତପଥୀ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ…

୫ ଟ୍ରିଲିୟନ ଅର୍ଥନୀତିର ଯୋଜନାରେ ଓଡ଼ିଶାର…

ନୂଆଦିଲ୍ଲୀ: ବଜେଟ୍ ନୂଆ ଭାରତ ଓ ନୂଆ ଓଡିଶାର ମୂଳଦୁଆ ପକେଇବାର ବଜେଟ୍ । ଏ ବଜେଟ୍ ଭାରତବର୍ଷର ଚାଷୀ, ଯୁବକ, ମହିଳା, ଗରିବ ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ବଜେଟ୍ ବୋଲି ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଉପସ୍ଥାପିତ ହେବା ପରେ…

କେନ୍ଦ୍ର ବଜେଟ: ପ୍ରଥମ ଥର ପାଇଁ ପ୍ରଶଂସା…

ଭୁବନେଶ୍ବର: ମୋଦି ସରକାରର ଦ୍ବିତୀୟ ପାଳିର ପ୍ରଥମ ବଜେଟ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଛନ୍ତି। କେନ୍ଦ୍ର ବଜେଟ୍ ଚିରାଚରିତ , ସାଧାରଣ ଲୋକଙ୍କ ପାଇଁ ଏଥିରେ କିଛି ନାହିଁ ବୋଲି ପୂର୍ବରୁ କହି ଆସୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥରର ୨୦୧୯-୨୦ଆର୍ଥିକ ବର୍ଷ କେନ୍ଦ୍ର…

ପାଟକୁରା ଲଢ଼େଇ: ମନାଉଛି ବିଜେଡି,…

କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନରେ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ୱୀ ବିଜୁ ଜନତା ଦଳ(ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ନେତା ମନ୍ତ୍ରୀଙ୍କୁ ପଠାଇ ପଞ୍ଚାୟତ ସ୍ତରରେ ସଂଗଠନ ସଜାଡ଼ିବାରେ ବ୍ୟସ୍ତ ଥିବା ବେଳେ…

ଆଫଗାନିସ୍ତାନର ଯୁବ ଖେଳାଳି ଇକ୍ରାମ୍‌…

ହେଡିଙ୍ଗଲେ: କ୍ରିକେଟ ମହାକୁମ୍ଭର ୪୨ ତମ ମ୍ୟାଚରେ ଆଫଗାନିସ୍ତାନର ଯୁବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଇକ୍ରାମ୍‌ ଅଲୀ ଖିଲ ଏକ ନୂଆ କୀର୍ତ୍ତିମାନ ନିଜ ନାମରେ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳିଥିଲେ। ଏଥିସହିତ କ୍ରିକେଟର…

ଘୁଗୁନି ବିକିଲେ ପଦ୍ମଶ୍ରୀ

ଭୁବନେଶ୍ବର: ଓଡ଼ିଶା ସମେତ ସମଗ୍ର ବିଶ୍ବରେ ଗତକାଲି ବହୁ ଆନନ୍ଦର ସହ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଳିତ ହୋଇଥିଲା। ସେହିଭଳି ଘେଁସ ଅଞ୍ଚଳରେ ମଧ୍ୟ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। କିନ୍ତୁ ଯାତ୍ରା ପରେ ଭିଡ଼ ଯମିଥିଲା ଘୁଘୁନି ଦୋକାନରେ। ସେ ଦୋକାନ ଆଉ କାହାର ନୁହଁ ନିଜ ସାଧାରଣ ଜୀବନ ଆଉ ନିଜର…