ବିଏମସିର ନୂତନ ବିଲ୍ଡ଼ିଂ କାର୍ଯ୍ୟ…
ଭୁବନେଶ୍ବର : ବିଏମ୍ସି ମୁଖ୍ୟାଳୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ନୁହଁ ତିନି ତିନି ଥର ଶିଳାନ୍ୟାସ କରିଛନ୍ତି। ପରିଶେଷରେ ଏହି ବିଲ୍ଡିଂ କାମ ଆରମ୍ଭ ହୋଇଛି। ଜନପଥରେ ସତ୍ୟନଗର ମଶାଣି ସମ୍ମୁଖରେ ଏହି ୧୧ମହଲା ବିଶିଷ୍ଟ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨ବର୍ଷ ମଧ୍ୟରେ…