ଓଡ଼ିଶାର ରବି ମିଶ୍ର ହେଲେ ରିଜର୍ଭ…
ଭୁବନେଶ୍ବର: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓଡ଼ିଶାର ରବି ମିଶ୍ରଙ୍କୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ମିଶ୍ର ସେଣ୍ଟ୍ରାଲ ବ୍ୟାଙ୍କ ରିକ୍ପ ମ୍ୟାନଜେମେଣ୍ଟ ବିଭାଗରେ ପ୍ରଧାନ ମୁଖ୍ୟ ମହାପ୍ରବନ୍ଧକ ଥିଲେ। ରୋସମେରୀ ସେବେଷ୍ଟିଅନଙ୍କ କାର୍ଯ୍ୟକାଳ ପୂରିବା…