Odisha Link
Bridging the Missing Links in Odisha

ତିନ୍‌ ତଲାକ ବିଲ୍‌ ପ୍ରସଙ୍ଗ: କେନ୍ଦ୍ର…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନ୍‌ ତଲାକ ବିଲ ଏଥରର ସଂସଦ ଅଧିବେଶନରେ ଆସିପାରେ। କାରଣ ସରକାର ଏହି ବିଲକୁ ଆଜି(ବୁଧବାର)ମଞ୍ଜୁରୀ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଦେଶ ଆଗକୁ ବଢୁଛି। ତେଣୁ ଏହି ବିଲ ବହୁ ଗୁରୁତ୍ୱ ବହନ କରୁଛି। ଏହାସହ ସେ କହିଛନ୍ତି ଯେ, ଏଥର ରାଜ୍ୟସଭାରେ…

ବାର କାନଉସିଲର ମୁଖ୍ୟଙ୍କୁ ଗୁଳି କରି…

ଆଗ୍ରା: ଅପରାଧର ମାତ୍ରା ଦିନକୁ ଦିନ ଭାରତରେ ବଢିବାକୁ ଲାଗିଛି। ଆଜି ଆଗ୍ରାରେ ଘଟିଛି କିଛି ଏଭଳି ଘଟଣା। ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦରଭେଶ ଯାଦବ। ଆଜି ଶ୍ରୀମତୀ ଯାଦବଙ୍କୁ ଆଜି(ବୁଧବାର) ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା…

ମନ୍ତ୍ରପାଠ ଧ୍ବନିରେ ପ୍ରକମ୍ପିତ ହେଉଛି…

ଭୁବନେଶ୍ୱର : ହୋମଯଜ୍ଞ ସହ ମନ୍ତ୍ର ପାଠ ଧ୍ବନିରେ ପ୍ରକମ୍ପିତ ହେଉଛି ସଚିବାଳୟ । ଏ କଥା ଆପଣଙ୍କୁ ଅଲଗା ଲାଗୁଥାଇପାରେ କିନ୍ତୁ ଏ କଥା ସତ। ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନେ ସଚିବାଳୟରେ କରୁଛନ୍ତି ପୂଜାର୍ଚନା। ଯାହାଫଳରେ ପ୍ରାୟ ମନ୍ତ୍ରୀଙ୍କ ଚ୍ୟାମ୍ବର ମନ୍ତ୍ରପାଠରେ…

ଚନ୍ଦ୍ରଯାନ-୨: ଜୁଲାଇ ୧୫ରେ ଉତକ୍ଷେପଣ…

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠକୁ ପୁଣିଥରେ ଭାରତ ପଠାଇବ ମହାକାଶ ଯାନ। ପୂର୍ବରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ମହାକାଶ ଯାନ ଚନ୍ଦ୍ରଯାନର ସଫଳ ପରୀକ୍ଷଣ ପରେ ପୁଣି ଥରେ ଆଉ ଏକ ଚନ୍ଦ୍ରଯାନ ପଠାଇବ ଭାରତ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଚନ୍ଦ୍ରଯାନ-୨ ମିଶନ୍‌ର ତାରିଖ ଏବଂ ସମୟ…

ପଶ୍ଚିମବଙ୍ଗ ହିଂସା: ପୋଲିସ-ବିଜେପି…

କୋଲକାତା: ଦିନକୁ ଦିନ ବଡ଼ ଧରଣର ରୂପ ନେଉଛି ପଶ୍ଚିମବଙ୍ଗ ରାଜନୀତି। କେତେବେଳେ ସ୍ଲୋଗାନ ରାଜନୀତି ହେଉଛି ତ ଆଉ କେତେବେଳେ ପୋଷ୍ଟକାର୍ଡ ରାଜନୀତି ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି। କିନ୍ତୁ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ…

ପାକିସ୍ତାନ ଆକାଶରେ ଉଡ଼ିବ ନାହିଁ ନମୋଙ୍କ…

ନୂଆଦିଲ୍ଲୀ: ପାକିସ୍ତାନ ଆକାଶପଥରେ ଉଡ଼ିବ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଆକାଶ ପଥ ଦେଇ କିର୍ଗିଜସ୍ତାନର ବିଶକେକ ଯିବେ ନାହିଁ। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ପାକ-ଆକାଶ ପଥ ଦେଇ ନେଇଯିବାର ବିଚାର କରାଯାଇଥିଲା, କିନ୍ତୁ…

ମାଓବାଦୀଙ୍କ ଗଡ଼ରେ ଆଇଏଏସ୍‌ ଅଫିସର୍‌:…

ରାୟଗଡ଼ା: ମାଓବାଦୀମାନଙ୍କ ଗଡ଼ ହେଉଛି ରାୟଗଡ଼ା ଜିଲ୍ଲା। ରାୟଗଡ଼ା ଅଞ୍ଚଳରେ ରହିଛି ଅନେକ ସମସ୍ୟା। ରାୟଗଡ଼ା ଜିଲ୍ଲାରେ ଥିବା ଚନ୍ଦ୍ରପୁର ବ୍ଲକ୍‌ ଅଧିନସ୍ଥ ଗ୍ରାମଗୁଡ଼ିକର ଆଦିବାସୀ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଗାଁରେ ପହଞ୍ଚିଥିଲେ ରାୟଗଡ଼ାରେ ଡିଆର୍‌ଡିଏ ପ୍ରୋଜେକ୍ଟ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ। ୨୭…

ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ…

ଭୋପାଲ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ଶିବନାରାୟଣ ମୀନାଙ୍କ ପରଲୋକ ହୋଇଛି। କେଦାରନାଥ ଯାତ୍ରା କରୁଥିବା ବେଳେ ରୁଦ୍ରପ୍ରୟାଗ ନିକଟରେ ମୀନା ହୃଦଘାତର ଶିକାର ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ମଧ୍ୟପ୍ରଦେଶ ରାଜନୀତିରେ ମୀନା ଜଣେ ଜଣାଶୁଣା…

ଲଣ୍ଡନରେ ‘ଭାରତ’ ମୁଭି…

ନୂଆଦିଲ୍ଲୀ: ଭାରତ ଇଂଲଣ୍ଡ ବିଶ୍ବକପରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ମଣ ଜିଣୁଛି ଭାରତୀୟ କ୍ରିକେଟ ଦଳ। ଏପଟେ ସଲମାନ୍ ଖାନ୍ ଓ କ୍ୟାଟ୍ରିନା କୈଫ୍ ଅଭିନୀତ ଫିଲ୍ମ ‘ଭାରତ’ ବକ୍ସ ଅଫିସ୍‌ରେ ହିଟ୍ ସାବ୍ୟସ୍ତ ହୋଇଛି। ବିଶ୍ୱକପ୍ ଖେଳିବାକୁ ଟିମ୍ ଇଣ୍ଡିଆର ସଦସ୍ୟମାନେ ଇଂଲଣ୍ଡ ଗସ୍ତରେ ଥିବା ବେଳେ…

୨୦୨୦ରୁ ୱିଣ୍ଡୋ ୭ର ଜୀବନକାଳ ଶେଷ

ଭୁବନେଶ୍ବର: ଆପଣ ଅଫିସ୍‌ କିମ୍ବା ଘରେ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି। ଯଦି ଆପଣଙ୍କ କମ୍ପ୍ୟୁଟରରେ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ୍‌ ଅଛି ତାହାଲେ ତୁରନ୍ତ ବଦଳାନ୍ତୁ। କାହିଁକିନା ୨୦୨୦ ମସିହାରେ କମ୍ପ୍ୟୁଟର ମାର୍କେଟରେ ଦେଖିବାକୁ ମିଳିବ ନାହିଁ ୱିଣ୍ଡୋ ୭ ଅପରେଟିଂ ସିଷ୍ଟମ। ଆସନ୍ତା ବର୍ଷ…