ବାପା କହୁଛି ଗାଆଁରୁ…
ବାପା କହୁଛି ଗାଆଁରୁ...
ଡ. କୁଳାଙ୍ଗାର
(୧)
ରାସ୍ତାରେ ଆଉ ଶହଶହ ଗାଡ଼ି
ହେଉନାଇଁ ଫଡ଼ଫଡ଼;
ଅନେକ ମୁହଁରେ ତୁଣ୍ଡି ବନ୍ଧା ଏବେ
ନ ହୁଅନ୍ତି ଭଡ଼ଭଡ଼!
କରୋନାର ଗଡ଼ବଡ଼,
ଶବ୍ଦ ପ୍ରଦୂଷଣ କମିଛି, ଶୁଭୁଛି-
ପକ୍ଷୀଙ୍କ କାକଳୀ, ପିମ୍ପୁଡ଼ିଙ୍କ ଖଡ଼ଖଡ଼!!
(୨)
ଟିଭିରେ ଭେଷଡ଼ ନାଚ ଦେଖେଇକି
ନଷ୍ଟ କରୁଥିଲେ…