Odisha Link
Bridging the Missing Links in Odisha

ପତ୍ର ଥିବା ପରିବା ଦେହପାଇଁ ହିତକର

ଭୁବନେଶ୍ବର :ନିତିଦିନ ଖାଦ୍ୟରେ ପନିପରିବାକୁ ରାନ୍ଧି ତରକାରୀ କିମ୍ବା ଭଜା ଆକାରରେ ଖାଇଥାଉ ।ହେଲେ ପନିପରିବାକୁ ରାନ୍ଧିବା ପରେ ତାର ପୁଷ୍ଟିତତ୍ତ୍ୱ ନଷ୍ଟ ହୋଇଯାଇଥାଏ । ଏବଂ ପାଚନ କ୍ରିୟା ମଧ୍ୟ ଦୁର୍ବଳ ହୋଇଥାଏ ।ଆପଣ ଯଦି ସୁସ୍ଥରହିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ଭୋଜନରେ ନିୟମିତ ଭାବେ କଞ୍ଚା…

ଇର୍‌ଫାନଙ୍କର ହ୍ଵିଲ୍‌ଚେୟାରରେ ଫଟୋ…

ଭୁବନେଶ୍ବର :ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ହ୍ଵିଲ୍‌ଚେୟାରରେ ବସି ସେ ବିମାନବନ୍ଦରରୁ ବାହାରକୁ ଆସୁିଲେ ଓ କ୍ୟାମେରାକୁ ଦେଖି ନିଜର ମୁହଁ ଲୁଚେଇ ଦେଇଥିଲେ କିନ୍ତୁ ତାଙ୍କର ମୁହଁ ଲୁଚା ଫଟୋ ଭାଇରାଲ ହୋଇଥିଲା ଏବଂ ହ୍ଵିଲ୍‌ଚେୟାରରେ ବସି ଇର୍‌ଫାନ କ'ଣ ପାଇଁ…

ବପାଙ୍କ ସିନେମା ଦେଖି ଡରୁଥିଲେ ଏହି…

ଭୁବନେଶ୍ବର :'ଦ ଜୋୟା ଫ୍ୟାକ୍ଟର୍' ସିନେମାର ଅଭିନେତ୍ରୀ ସୋନମ୍ କପୁର ଏବେ ବେଶ ଚର୍ଚ୍ଚାରେ ଅଛନ୍ତି।ଏହି ସିନେମାଟି ୨୦ ତାରିଖରେ ରିଲିଜ୍ ହେବାକୁଯାଉଛି। ସିନେମାଟି ଜୋୟା ସୋଲାଙ୍କିଙ୍କ ଲିଖିତ ଉପନ୍ୟାସ 'ଦ ଜୋୟା ଫ୍ୟାକ୍ଟର୍' ଉପରେ ଆଧାରିତ। ସାଉଥ୍‌ ସୁପର୍‌ଷ୍ଟାର୍ ଦୁଲ୍‌କର୍‌ ସଲ୍‌ମାନ୍‌ ଏହି…

ବିରାଟଙ୍କ ଘଣ୍ଟାର ଦାମ ଜାଣନ୍ତୁ

ଭୁବନେଶ୍ବର :ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ସେ ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିସାରିଛନ୍ତି।କୋହଲି କେବଳ କ୍ରିକେଟ୍‌ରେ ନୁହେଁ ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି।ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିସାରିଲେଣି । ସେ ନିଜକୁ ଷ୍ଟାଇଲିସ୍‌ ରଖିବା ପାଇଁ…

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌…

ଭୁବନେଶ୍ବର :ଜଣେ ପରିଚିତ ଚେହେରା ହୋଇପାରନ୍ତି ଓଡ଼ିଶା ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଟୁରିଜମ୍‌ ବ୍ରାଣ୍ଡ୍‌ ଆମ୍ବାସାଡର।କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଓଡ଼ିଶା ପର୍ଯ୍ୟଟନର ସେଲିବ୍ରିଟି ବ୍ରାଣ୍ଡ୍‌ ଆମ୍ବାସାଡର ହୋଇପାରନ୍ତି। କୌଣସି ନିଷ୍ପତ୍ତି ନ ହୋଇଥିଲେ ମଧ୍ୟ ଆଲୋଚନା ଚାଲିଛି।…

ବାପା ହେବେ କପିଲ

ଭୁବନେଶ୍ବର : 'ଦ କପିଲ ଶର୍ମା ଶୋ'ର କିଙ୍ଗ୍‌ କପିଲ ଶର୍ମା ନିଜ ଶୋ'ର ଶୁଟିଂରେ ବ୍ରେକ୍‌ ନେଇଛନ୍ତି।କପିଲ ଆଉ ୨୦ ଦିନର ଛୁଟି ନେଉଛନ୍ତି।ସେ କହିଛନ୍ତି କି ନଭେମ୍ବର ଓ ଡିସେମ୍ବର ଏପିସୋଡ୍‌ ଶୁଟିଂ କିଛିଦିନ ପାଇଁ ବନ୍ଦ ରହିବ,କାରଣ ସେ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି।କପିଲ ୧୨ ଡିସେମ୍ବର ୨୦୧୮ରେ…

ଫ୍ୟାଶନ ଇଣ୍ଡଷ୍ଟ୍ରୀରୁ କୋଟି କୋଟି ଟଙ୍କା…

ଭୁବନେଶ୍ବର :କପୁର ପରିବାରର କନ୍ୟା ମାନେ ସିନେମା ଇଣ୍ଡେଷ୍ଟ୍ରୀରେ ନିଜର ନାମ କମାଇଛନ୍ତି ।କରୀନା ଓ କରିସ୍ମା ନିଜର ଅଭିନୟର ଯାଦୁରେ ଦର୍ଶକମାନଙ୍କ ମନ କିଣି ନେଇଛନ୍ତି।କପୁର ପରିବାରର ଆଉ ଜଣେ କନ୍ୟା ସିନେମା ଇଣ୍ଡଷ୍ଟ୍ରୀକୁ ଦୂରେଇ ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ରହି କୋଟି କୋଟି ଟଙ୍କା ଆୟ କରିବାରେ…

ସୁସ୍ଥ ରହିବାରଉପାୟ

ନିୟମିତ ଘର କାମ କଲେ ଜଣେ ବ୍ୟକ୍ତି ସୁସ୍ଥ ରହି ଜୀବନ ଅତିବାହିତ କରିପାରିବ। କେତେକ ଉପାୟ ହେଲା : * ନିୟମିତ ଭାବରେ ନିଜେ ନିଜ ଘରର ବିଛଣାକୁ ସଜାଡି ରଖନ୍ତୁ ।ପରୀକ୍ଷାରୁ ଜଣାପଡ଼ିଛିକି, ବିଛଣା ସଜାଡ଼ିବା ପାଇଁ ୧୫ମିନିଟରେ ୬୫ କ୍ୟାଲୋରୀ ଖର୍ଚ୍ଚ       ହୁଏ,ଏହାକୁ ଦେଢ଼ କିମି ଚାଲିବା ସହ ତୁଳନା…

କିଙ୍ଗ ଖାନଙ୍କ ପୁଅକୁ ବିବାହ ପ୍ରସ୍ତାବ

ଭୁବନେଶ୍ବର :କିଙ୍ଗ ଖାନ ଶାରୁଖଙ୍କ ପୁଅହେଲେ ଆର୍ୟ୍ୟନ୍ ଖାନ୍ । ଲଣ୍ତନରେ ପାଠପଢ଼ିବା ପରେ ସେ ମୁମ୍ବାଇକୁ ଫେରି ଆସିଥିଲେ, ଏବଂ ଏଠାରେ ନିଜର କ୍ୟାରିୟରକୁ ଗଢିବାରେ ଲାଗିଛନ୍ତି । ନିକଟରେ ମୁକ୍ତି ଲାଭକରି ଥିବା ଦ ଲାୟନ୍ କିଙ୍ଗ ରେ ଆର୍ୟ୍ୟନ୍ ପ୍ରଥମ ଥର ପାଇଁ ସିମ୍ବା ଚରିତ୍ରରେ ସ୍ବର ଦେଇଥିଲେ ।…

ବମ୍ବେରେ ଓଡିଆ ଝିଅ

ଭୁବନେଶ୍ୱର: ତାଙ୍କ ସ୍ୱପ୍ନ ଥିଲା ସୁପର ମଡେଲ୍‌ ହବା ପାଇଁ , ନହେଲେ କରନ୍‌ ଜୋହରଙ୍କ ସିନେମାର ହିରୋଇନ୍‌। ସେଇ ଆଶାକୁ ମନରେ ଜାବୁଡ଼ି ଧରି ନଇଶା ମାୟାନଗରୀ ଚାଲି ଆସିଥିଲେ। ଏବେ ତାଙ୍କ ସ୍ୱପ୍ନକୁ ମଧ୍ୟ ସେ ସାକାର କରିଦେଇଛନ୍ତି। ନଇଶା ଭାର୍ଗବୀ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନଟି…