ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ…
ଓଏଲ୍ ବ୍ୟୁରୋ: ସହିଦ ଯବାନଙ୍କୁ ଝୁରୁଛି ଗାଁ ମାଟି। କେନ୍ଦୁଝରର ସହିଦ ଯବାନ ରାଜକିଶୋର ମୁଣ୍ତାଙ୍କ ମରଶରୀର ସୋମବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ଏଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତ ୨୯ ତାରିଖରେ ସହିଦ ହୋଇଥିଲେ କିଶୋର ମୁଣ୍ତା। କେନ୍ଦୁଝରର ସହିଦ…